ETV Bharat / state

କୋଭିଡ କଟକଣା ଭିତରେ ସମ୍ବଲପୁରରେ ନିଟ ପରୀକ୍ଷା ଦେଲେ 4888 ଛାତ୍ରଛାତ୍ରୀ

author img

By

Published : Sep 13, 2020, 4:43 PM IST

Updated : Sep 13, 2020, 5:22 PM IST

ରବିବାର ସମ୍ବଲପୁରରେ ମଧ୍ୟ କୋଭିଡ କଟକଣା ଓ ନୀତିନିୟମ ମଧ୍ୟରେ ସର୍ବ ଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା ହୋଇଯାଇଛି । ସମ୍ବଲପୁର ଜିଲ୍ଲାର 14 ଟି ସେଣ୍ଟରରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ଆଜି ଅପରାହ୍ନ 2 ଟାରୁ 5 ଟା ପର୍ଯ୍ୟନ୍ତ ପରୀକ୍ଷା ରହିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋଭିଡ କଟକଣା ଭିତରେ ନିଟ ପରୀକ୍ଷା
କୋଭିଡ କଟକଣା ଭିତରେ ନିଟ ପରୀକ୍ଷା

ସମ୍ବଲପୁର: ରବିବାର ସମ୍ବଲପୁରରେ ମଧ୍ୟ କୋଭିଡ କଟକଣା ଓ ନୀତିନିୟମ ମଧ୍ୟରେ ସର୍ବ ଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା ହୋଇଯାଇଛି । ସମ୍ବଲପୁର ଜିଲ୍ଲାର 14 ଟି ସେଣ୍ଟରରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ଆଜି ଅପରାହ୍ନ 2 ଟାରୁ 5 ଟା ପର୍ଯ୍ୟନ୍ତ ପରୀକ୍ଷା ରହିଛି । ତେବେ ଦିନ 11 ଟା ରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ର ଗୁଡିକରେ ପହଞ୍ଚିଥିଲେ । ଚଳିତ ବର୍ଷ ସମ୍ବଲପୁର ଜିଲ୍ଲାରେ ମୋଟ 4888 ଛାତ୍ରଛାତ୍ରୀ ନିଟ ପରୀକ୍ଷା ଦେଇଥିବା ସୁଚନା ମିଳିଛି ।

ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ପ୍ରବେଶ ଦ୍ୱାରା ଗୁଡିକରେ କଡା ଚେକିଂ ର ବ୍ୟବସ୍ଥା ଦେଖିବାକୁ ମିଳିଥିଲା । ଦୂରଦୁରାନ୍ତରୁ ଆସିଥିବା ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକଙ୍କ ପାଇଁ ହୀରକୁଦ ଆଇଟିଆଇ, ନିଉଟନ କଲେଜ, ସିଲିକନ ଇନଷ୍ଟିଚ୍ୟୁଟ ଓ ସରକାରୀ ପଲି ଟେକନିକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରହିବାର ବ୍ୟବସ୍ଥା କରାଯାଇଥିଲା ।

କୋଭିଡ କଟକଣା ଭିତରେ ସମ୍ବଲପୁରରେ ନିଟ ପରୀକ୍ଷା ଦେଲେ 4888 ଛାତ୍ରଛାତ୍ରୀ
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Sep 13, 2020, 5:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.