ETV Bharat / state

ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ କୋରୋନା, AIIMSରେ ଭର୍ତ୍ତି - ବିଧାୟକ ଜୟ ନାରାୟଣ ମିଶ୍ର

ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ ମିଶ୍ରଙ୍କୁ କୋରୋନା । ମଙ୍ଗଳବାର ସେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ଅଧିକ ପଢନ୍ତୁ...

ଜୟ ନାରାୟଣ ମିଶ୍ର
ଜୟ ନାରାୟଣ ମିଶ୍ର
author img

By

Published : May 21, 2021, 8:51 AM IST

ସମ୍ବଲପୁର: ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ ମିଶ୍ରଙ୍କୁ କୋରୋନା । ମଙ୍ଗଳବାର ସେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ବର ଏମ୍ସରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।

ଜୟ ନାରାୟଣ ମିଶ୍ରଙ୍କ ଧର୍ମପତ୍ନୀ ଜ୍ୟୋତ୍ସାମୟୀ ମିଶ୍ର ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସେ ମଧ୍ୟ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଛନ୍ତି । ତେବେ ବର୍ତ୍ତମାନ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ଏହି ସୂଚନା ମିଳିବା ପରେ ସମ୍ବଲପୁରର ବିଜେପି ନେତା ତଥା ବିଶିଷ୍ଟ ବ୍ୟକ୍ତି ଜୟନାରାୟଣଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସମ୍ବଲପୁରର ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.