ETV Bharat / state

ସମ୍ବଲପୁର ତଲାବିରା ପ୍ରକଳ୍ପ ବିରୋଧରେ ସ୍ଥାନୀୟ ଲୋକଙ୍କ ଧାରଣା - Locals' peoples protest against the Talabira project

ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଲକର ଖିଣ୍ଡା ନିକଟରେ ହେଉଥିବା ଏନଏଲସି ଇଣ୍ଡିଆ ଲିମିଟେଡ଼ ତଲାବିରା ପ୍ରକଳ୍ପକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

sambalpur
ତଲାବିରା ପ୍ରକଳ୍ପ ବିରୁଦ୍ଧରେ ସ୍ଥାନୀୟ ଲୋକଙ୍କ ଧାରଣା
author img

By

Published : Sep 1, 2020, 9:22 PM IST

Updated : Sep 2, 2020, 5:59 AM IST

ସମ୍ବଲପୁର: ତଲାବିରା ପ୍ରକଳ୍ପ ବିରୁଦ୍ଧରେ ପ୍ରକାଶ ପାଇଛି ସ୍ଥାନୀୟ ଲୋକଙ୍କ ଅସନ୍ତୋଷ । ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଲକର ଖିଣ୍ଡା ନିକଟରେ ହେଉଥିବା ଏନଏଲସି ଇଣ୍ଡିଆ ଲିମିଟେଡ଼ ତଲାବିରା ପ୍ରକଳ୍ପକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

sambalpur
ତଲାବିରା ପ୍ରକଳ୍ପ ବିରୁଦ୍ଧରେ ସ୍ଥାନୀୟ ଲୋକଙ୍କ ଧାରଣା

କମ୍ପାନୀ ପ୍ରତିଷ୍ଠା ପୂର୍ବରୁ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଓ ଜମିର ମୂଲ୍ୟ ନିର୍ଦ୍ଧାରଣ ଠିକ ଭାବେ ହେଉ ନଥିବା କହିଛନ୍ତି ଆନ୍ଦୋଳନକାରୀ। ଯାହାକୁ ବିରୋଧ କରି ସ୍ଥାନୀୟ ଲୋକ ଧାରଣାରେ ବସିବା ସହ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି। ଅଗଷ୍ଟ 31 ରୁ ଆରମ୍ଭ ହୋଇଥିବା ଏହି ଧାରଣା ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲିବ ବୋଲି ବୀର ସୁରେନ୍ଦ୍ର ସାଏ ଅଞ୍ଚଳିକ ସୁରକ୍ଷା ମଞ୍ଚର ଆନ୍ଦୋଳନକାରୀ କହିଛନ୍ତି।

ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଆଞ୍ଚଳିକ ସୁରକ୍ଷା ମଞ୍ଚ ତରଫରୁ 6 ଦଫା ଦାବି ନେଇ ଧାରଣା ଆରମ୍ଭ ହୋଇଛି। ଏଥିରେ ସ୍ଥାନୀୟ ମହିଳାମାନେ ମଧ୍ୟ ସାମିଲ ହୋଇଛନ୍ତି। ତେଣୁ ଏହି ଦାବିପୂରଣ ନହେବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି।

ଏହି ଆନ୍ଦୋଳନକୁ ବିଜେଡି ମଧ୍ୟ ସମର୍ଥନ କରୁଥିବା କହିଛନ୍ତି ସମ୍ବଲପୁରର ଯୁବ ବିଜେଡି ନେତା ଦେବେନ କିଶୋର ପତି। କମ୍ପାନୀ ପ୍ରତିଷ୍ଠା ପୂର୍ବରୁ ଜିଲ୍ଲା ପ୍ରଶାସନ, କମ୍ପାନୀ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ହୋଇଥିବା ବୈଠକରେ କମ୍ପାନୀ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ସୁଚାରୁ ରୂପେ ପାଳନ ହେଉନାହିଁ ବୋଲି ଅଭିଯୋଗ ହୋଇଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Sep 2, 2020, 5:59 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.