ETV Bharat / state

ଆଇଆଇଏମ-ଆଇସିଏସଆଇ ମଧ୍ୟରେ ଗୁରୁତପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ - ବର୍ଷିଆ ପିଜିଡିଏମ ପାଠ୍ୟକ୍ରମ

ଆଉ ପାଦେ ଆଗକୁ ବଢିଲା ସମ୍ବଲପୁର ଆଇଆଇଏମ । 2 ବର୍ଷିଆ ପିଜିଡିଏମ ପାଠ୍ୟକ୍ରମର ଟପର ଛାତ୍ରଛାତ୍ରୀଙ୍କୁ ମିଳିବ ସିଗନେଚର ଆୱାର୍ଡ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Sep 9, 2019, 10:09 PM IST

ସମ୍ବଲପୁର: ରାଜ୍ୟରେ ଅବସ୍ଥିତ ଅନ୍ୟ ଏକ ପ୍ରମୁଖ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ସମ୍ବଲପୁରର ଆଇଆଇଏମକୁ ମିଳିଲା ଆଉ ଏକ ସଫଳତା। ଆଜି ଆଇଆଇଏମ ସମ୍ବଲପୁର ଓ ଭାରତୀୟ କମ୍ପାନୀ ସଚିବ ସଂସ୍ଥାନ ବା ଆଇସିଏସଆଇ ମଧ୍ୟରେ ଏକ ଏମଓୟୁ ସ୍ବାକ୍ଷରିତ ହୋଇଛି। ଚୁକ୍ତି ଅନୁସାରେ ପ୍ରତ୍ୟେକ ବର୍ଷ ଆଇଆଇଏମ ସମ୍ବଲପୁରର 2 ବର୍ଷିଆ ପିଜିଡିଏମ ପାଠ୍ୟକ୍ରମର ଟପର ଛାତ୍ରଛାତ୍ରୀଙ୍କୁ ଆଇସିଏସଆଇ ନୂଆଦିଲ୍ଲୀ ଦ୍ବାରା ସିଗନେଚର ଆୱାର୍ଡ ପ୍ରଦାନ କରାଯିବ।

ସବୁ ବର୍ଷ ହେଉଥିବା ସମାଵର୍ତ୍ତନ ଉତ୍ସବରେ ଏହି ଆୱାର୍ଡ ସହ ସାର୍ଟିଫିକେଟ ଦିଆଯିବ। ଏହା ସହ ପ୍ରତ୍ୟେକ ବର୍ଷ ପ୍ରଥମରୁ ତୃତୀୟ ଅଧିକାର କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଇସିଏସଆଇର ଏଜିକ୍ୟୁଟିଭ ପ୍ରୋଗ୍ରାମ ରେଜିଷ୍ଟ୍ରେସନ ଦେୟ ମୁକ୍ତ କରାଯିବ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଆଜିର ଏହି ବୁଝାମଣାପତ୍ର ସ୍ଵାକ୍ଷର କାର୍ଯ୍ୟକ୍ରମରେ ସମ୍ବଲପୁର ଆଇଆଇଏମର ନିର୍ଦେଶକ ମହାଦେବ ପ୍ରସାଦ ଜୟସ୍ବାଲ, ଆଇସିଏସଆଇର ନିର୍ଦେଶକ ଏସକେ ଜେନାଙ୍କ ସହ ଆଇଆଇଏମର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ଆଇ ଆସି ଏମ ର ଆଉ ଏକ ସଫଳତା।ଆଜି ସମ୍ବଲପୁର ଆଇ ଆଇ ଏମ ଓ ଭାରତୀୟ ସଚିବ ସଂସ୍ଥାନ ବା ଆଇ ସି ଏସ ଆଇ ମଧ୍ୟରେ ଏକ ଏମ ଓ ୟୁ ସ୍ବାକ୍ଷରିତ ହୋଇଛି।

Body:ସୋମବାର ଅପରାହ୍ନ 3 ଟା ସମୟରେ ବୁର୍ଲା ସ୍ଥିତ ସମ୍ବଲପୁର ଆଇ ଆଇ ଏମ ର ଅସ୍ଥାୟୀ କ୍ୟାମ୍ପସ ରେ ଅୟୋଜିତ ହୋଇଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।ଏହି ବୁଝାମଣାପତ୍ର ଅନୁସାରେ ପ୍ରତ୍ୟେକ ବର୍ଷ ଆଇ ଆଇ ଏମ ସମ୍ବଲପୁର ର 2 ବର୍ଷିଆ ପିଜିଡିଏମ କୋର୍ସ ର ଟପର ଛାତ୍ର ଅଥବା ଛାତ୍ରୀ ଙ୍କୁ ଆଇ ସି ଏସ ଆଇ ନୂଆଁଦିଲ୍ଲୀ ଦ୍ୱାରା ସିଗନେଚର ଆୱାର୍ଡ ଦିଆଯିବ।ପ୍ରତ୍ୟେକ ବର୍ଷ ସମାଵର୍ତନ ଉତ୍ସବରେ ଏହି ଆୱାର୍ଡ ସହ ମେଡାଲ ଓ ସାର୍ଟିଫିକେଟ ଦିଆଯିବ।ଏହା ସହ ପ୍ରତ୍ୟେକ ବର୍ଷ ପ୍ରଥମ ରୁ ତୃତୀୟ ସ୍ଥାନର ରହୁଥିବା ଛାତ୍ର ଛାତ୍ରୀ ଙ୍କ ପାଇଁ ଆଇ ସି ଏସ ଆଇ ର ଇଗଜିକ୍ୟୁଟିବ ପ୍ରୋଗ୍ରାମ ରେଜିଷ୍ଟ୍ରେସନ ଫି ମୁକ୍ତ କରାଯିବ ବୋଲି ସୂଚନା ଦିଆଯାଇଛି।

Conclusion:ଆଜିର ଏହି ବୁଝାମଣାପତ୍ର ସ୍ଵାକ୍ଷର କାର୍ଯ୍ୟକ୍ରମ ରେ ସମ୍ବଲପୁର ଆଇ ଆଇ ଏମ ର ନିର୍ଦେଶକ ମହାଦେବ ପ୍ରସାଦ ଜେଶୱାଲ, ଆଇ ସି ଏସ ଆଇ ର ନିର୍ଦେଶକ ଏସକେ ଜେନାଙ୍କ ସହ 'ଆଇଆଇଏମ' ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।

ବାଇଟ-1-ମହାଦେବ ପ୍ରସାଦ ଜେଏଶୱାଲ,ନିର୍ଦେଶକ, ସମ୍ବଲପୁର ଆଇ ଆଇ ଏମ।
ବାଇଟ-2-ଏସ କେ ଜେନା,ନିର୍ଦେଶକ, ଆଇ ସି ଏସ ଆଇ,ଦିଲ୍ଲୀ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.