ETV Bharat / state

ଖୋଲିବ ହୀରାକୁଦ ଡ୍ୟାମ ଗେଟ, ଡାକବାଜି ଯନ୍ତ୍ରରେ ପ୍ରଶାସନର ସତର୍କ ସୂଚନା

ଆସନ୍ତାକାଲି(ବୁଧବାର) ଖୋଲିବ ହୀରାକୁଦ ଗେଟ । ଦିନ 11ଟା ପରେ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ସ୍ଲୁଇସ ଗେଟ ଯୋଗେ ନିଷ୍କାସନ କରାଯିବ। ଏନେଇ ପ୍ରଶାସନ ଡାକବାଜି ଯନ୍ତ୍ର ଜରିଆରେ ସହରବାସୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଡିଜାଇନ ଫଟୋ
author img

By

Published : Aug 13, 2019, 1:14 PM IST

ସମ୍ବଲପୁର: ହୀରାକୁଦ ଡ୍ୟାମରେ ବଢିବାରେ ଲାଗିଛି ଜଳସ୍ତର । ଫଳରେ ଆସନ୍ତାକାଲି(ବୁଧବାର) ଖୋଲିବ ହୀରାକୁଦ ଗେଟ । ଅଗଷ୍ଟ 14 ତାରିଖ ଦିନ 11ଟା ପରେ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ସ୍ଲୁଇସ ଗେଟ ଯୋଗେ ନିଷ୍କାସନ କରାଯିବ। ଏନେଇ ସମ୍ବଲପୁର ଜିଲ୍ଲା ପ୍ରଶାସନ ଡାକବାଜି ଯନ୍ତ୍ର ଜରିଆରେ ସହରବାସୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ବୁଧବାର ଡ୍ୟାମ ଖୋଲିବା ନେଇ ପୂର୍ବରୁ ହୀରାକୁଦ ଡ୍ଯାମ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ ମଧ୍ୟ ଆଜି(ମଙ୍ଗଳବାର) ଡାକବାଜି ଯନ୍ତ୍ରରେ ସହରବାସୀଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି । ତେବେ କେତେ ଗେଟ ଖୋଲାଯିବ ତାହା ଆସନ୍ତାକାଲିର ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି ।

ଡ୍ୟାମରୁ ଜଳ ନିଷ୍କାସନ ସମୟରେ ନଦୀ ଭିତରକୁ ଯିବାପାଇଁ ବାରଣ କରାଯାଇଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା 630 ଫୁଟ ହୋଇଥିବାବେଳେ ବର୍ତ୍ତମାନ ଏହା ପାଖାପାଖି 617 ଫୁଟ ରହିଛି । ବର୍ତ୍ତମାନ ଜଳଭଣ୍ଡାରକୁ ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି 79,416 କ୍ୟୁସେକ ଜଳ ପ୍ରବେଶ କରୁଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ଆସନ୍ତା କାଲି ଖୋଲିବ ହୀରାକୁଦ ଗେଟ। ଅଗଷ୍ଟ 14 ତାରିଖ ଦିନ 11 ଟା ପରବର୍ତ୍ତୀ ଯେ କୌଣସି ମୁହୂର୍ତ୍ତରେ ରେ ହୀରାକୁଦ ଡ୍ୟାମ ରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ସ୍କୁଇସ ଗେଟ ଯୋଗେ ନିଷ୍କାସନ କରାଯିବ।ଏନେଇ ସମ୍ବଲପୁର ଜିଲ୍ଲା ପ୍ରଶାସନ ଦକବାଜି ଯନ୍ତ୍ର ଜରିଆରେ ସହର ବାସୀଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛି।

Body:ଅଗଷ୍ଟ 14 ତାରିଖ 11 ଟା ପରବର୍ତୀ ଯେ କୌଣସି ସମୟରେ ଖୋଲିପାରେ ହୀରାକୁଦ ଗେଟ। ଏନେଇ ପୂର୍ବରୁ ହୀରାକୁଦ ଡ୍ୟାମ କତୃପକ୍ଷ ସୂଚନା ଦେଇଥିଲେ ମଧ୍ୟ ଆଜି ଡ଼ାକବାଜି ଯନ୍ତ୍ର ଜରିଆରେ ସହରବାସୀ ଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି। ଡ୍ୟାମରୁ ଜଳ ନିଷ୍କାସନ ସମୟରେ ନଦୀ ଗର୍ଭକୁ ଯିବାପାଇଁ ବାରଣ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା 630 ଫୁଟ ହୋଇଥିବା ବେଳେ ବର୍ତ୍ତମାନ ଏହା ପାଖାପାଖି 617 ଫୁଟ ରହିଛି।ବର୍ତମାନ ଜଳଭଣ୍ଡାରକୁ ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି 79,416 କ୍ୟୁସେକ ଜଳ ପ୍ରବେଶ କରୁଛି।

Conclusion:ଡ୍ୟାମରୁ କେତେ ସଂଖ୍ୟକ ଗେଟ ଖୋଲାଯିବ ତାହା ଆସନ୍ତା କାଲିର ପରିସ୍ଥିତି କୁ ଦେଖି ନିଷ୍ପତି ନିଆଯିବ ବୋଲି କୁହାଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.