ETV Bharat / state

କାରରେ ଗଞ୍ଜେଇ ଚୋରା ଚାଲାଣ, ସମ୍ବଲପୁରରୁ 2 ଗିରଫ - ଗଞ୍ଜେଇ ଚୋରା ଚାଲାଣ ବେଳେ 2 ଗିରଫ

ଗଞ୍ଜେଇ ଚୋରା ଚାଲାଣ ବେଳେ 2 ଗିରଫ । ସମ୍ବଲପୁର ଝରାଡୁଗୁଡା ରାସ୍ତାରେ ଏକ କାରରେ ଚୋରା ଚାଲାଣ ହେଉଥିବା ବେଳେ ଧରିଲା ଏନଏଚ ପାଟ୍ରୋଲିଂ ଟିମ।

କାରରେ ଗଞ୍ଜେଇ ଚୋରା ଚାଲାଣ
କାରରେ ଗଞ୍ଜେଇ ଚୋରା ଚାଲାଣ
author img

By

Published : Mar 17, 2021, 9:51 AM IST

ସମ୍ବଲପୁର: କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଧରିଲା ପୋଲିସ । ରେଙ୍ଗାଲି ଥାନା ଅଞ୍ଚଳରେ ଏକ କାରରୁ 45 କେଜି ଗଞ୍ଜେଇ ଜବତ କରିବା ସହ 2 ଜଣଙ୍କୁ ପୋଲିସ ଗିରଫ କରିଛି ।

ଏନେଇ ସମ୍ବଲପୁର ଏସପି ସୂଚନା ଦେଇଛନ୍ତି । ସମ୍ବଲପୁର-ଝାରସୁଗୁଡା ରାସ୍ତାରେ ପୋଲିସର ଏକ ସ୍ଵତନ୍ତ୍ର ଟିମ ହାଇ ୱେ ପାଟ୍ରୋଲିଂ କରୁଥିବା ସମୟରେ ଏକ ନିର୍ଦ୍ଧିଷ୍ଟ ସୂତ୍ରରୁ ଖବର ପାଇ ଚୋରା ଚାଲାଣ କରୁଥିବା ଏହି କାରକୁ ଧରିଥିଲା।

କାରରେ ଗଞ୍ଜେଇ ଚୋରା ଚାଲାଣ

ବୌଦ୍ଧ ଜିଲ୍ଲା ଅଞ୍ଚଳରୁ ଝାଡଖଣ୍ଡକୁ ଏହି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ହେଉଛି ବୋଲି ସୂଚନା ଦେଇଛନ୍ତି ଏସପି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.