ETV Bharat / state

ବନବିଭାଗ ପଞ୍ଝାରେ ବେଆଇନ କରତ କଳ , ମୂଲ୍ୟବାନ କାଠ ଜବତ - ସମ୍ବଲପୁରର 2 ବେଆଇନ କରତ କଳରେ ଚଢାଉ

ଶୁକ୍ରବାର ସକାଳୁ ସମ୍ବଲପୁରରେ 2ଟି ବେଆଇନ କରତ କଳ ଉପରେ ଅଚାନକ ଚଢ଼ାଉ କରିଛି ବନ ବିଭାଗ । ଚଢ଼ାଉ ସମୟରେ ବିପୁଳ ପରିମାଣର ମୂଲ୍ୟବାନ କାଠ ଜବତ ହୋଇଛି।

ଫଟୋ ସୌଜନ୍ୟ-ସମ୍ବାଦଦାତା,ସମ୍ବଲପୁର
author img

By

Published : Oct 4, 2019, 11:00 AM IST

ସମ୍ବଲପୁର: ଶୁକ୍ରବାର ସକାଳୁ ସମ୍ବଲପୁରର 2ଟି ବେଆଇନ କରତ କଳ ଉପରେ ବନ ବିଭାଗର ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ବିପୁଳ ପରିମାଣର ମୂଲ୍ୟବାନ କାଠ ଜବତ ହୋଇଛି।

ଭିଡିଓ ସୌଜନ୍ୟ-ସମ୍ବାଦଦାତା,ସମ୍ବଲପୁର

ସହରର ପାଟନେଶ୍ବରୀ ମନ୍ଦିର ନିକଟସ୍ଥ ଗୋଟିଏ କରତକଳ ଓ ରେମେଡ ଛକ ନିକଟରେ ଥିବା ଅନ୍ୟ ଏକ କରତ କଳ ଉପରେ ବନ ବିଭାଗର ସ୍ଵତନ୍ତ୍ର ଟିମ ଚଢ଼ାଉ କରିଥିଲେ । ଲଗାତାର ଏଠାରେ ଚଢାଉ ପରେ ମଧ୍ୟ ବେଆଇନ କାଠ କାରବାର ବଢିଚାଲିଛି । ଏଥିପାଇଁ ପ୍ରତି 15 ଦିନ ବ୍ୟବଧାନରେ ଏପରି ଚଢାଉ ଜାରି ରହିବ ବୋଲି ବନ ବିଭାଗ ଅଧିକାରୀ ଲଳିତ କୁମାର ପାତ୍ର କହିଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ରେ ସକାଳୁ ସକାଳୁ 2 ଟି ବେଆଇନ ସ-ମିଲ ବା କରତ କଳ ଉପରେ ବନ ବିଭାଗ ର ଅଚାନକ ଚଢ଼ାଉ।ଏହି ଚଢ଼ାଉରେ ବିପୁଳ ପରିମାଣର ମୂଲ୍ୟବାନ କାଠ ଜବତ କରିଛି ବନ ବିଭାଗ।Body:ସମ୍ବଲପୁର ସହରର ପାଟନେଶ୍ୱରୀ ମନ୍ଦିର ନିକଟରେ ଥିବା ଏକ କରତ କଳ ଓ ରେମେଡ ଛକ ନିକଟରେ ଥିବା ଆଉ ଏକ କରତ କଳ ଉପରେ ବନ ବିଭାଗର ସ୍ଵତନ୍ତ୍ର ଟିମ ଚଢ଼ାଉ କରି ବହୁ ପରିମାଣର କାଠ ଜବତ କରିଛି।Conclusion:ଆଗକୁ ପ୍ରତ୍ୟେକ 15 ଦିନ ବ୍ୟବଧାନ ରେ ଏମିତି ରେଡ଼ ଜାରି ରହିବ ବୋଲି ବନ ବିଭାଗ ର ଅଧିକାରୀ ଲଳିତ କୁମାର ପାତ୍ର କହିଛନ୍ତି।

ବାଇଟ-1-ଲଳିତ କୁମାର ପାତ୍ର,ଆଇ ଏଫ ଏସ ପ୍ରୋବେସନର,ସମ୍ବଲପୁର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.