ETV Bharat / state

ଅଜଣା ଗାଡି ଧକ୍କାରେ ବାପ ଝିଅ ମୃତ

ସମ୍ବଲପୁର 55 ନମ୍ବର ଜାତୀୟ ରାଜପଥ ଜୁଜମୁରା ନିକଟରେ ଏକ ଅଜଣା ଗାଡି ଧକ୍କାରେ ବାପ ଝିଅଙ୍କ ମୃତ୍ୟୁ ଘଟିଛି ।

author img

By

Published : May 7, 2019, 4:58 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଅଜଣା ଗାଡି ଧକ୍କାରେ ବାପ ଝିଅ ମୃତ । ସମ୍ବଲପୁର 55 ନମ୍ବର ଜାତୀୟ ରାଜପଥ ଜୁଜମୁରା ନିକଟରେ ଏକ ଅଜଣା ଗାଡି ଧକ୍କାରେ ବାପ ଝିଅଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ହେଲେ ଲିପିଣ୍ଡା ଗ୍ରାମର ବିଜୟ ପ୍ରଧାନ ଓ ତାଙ୍କ ଝିଅ ରିତା ପ୍ରଧାନ (27) |

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ମିଳିଥିବା ସୂଚନା ଆଧାରରେ, ଆଜି ସକାଳେ ମୃତକ ବିଜୟ ପ୍ରଧାନ ଏକ ମୋଟର ସାଇକେଲ ଯୋଗେ ଅବିବାହିତ ଝିଅ ରିତାକୁ ସମ୍ବଲପୁର ମୁଖ୍ୟ ଡାକ୍ତରଖାନା ଚିକିତ୍ସା ପାଇଁ ଆଣିଥିଲେ । କାମ ସାରି ଫେରିବା ବାଟରେ ଏକ ଅଜଣା ଗାଡି ତାଙ୍କୁ ଗୋପାଳ ଢ଼ାବା ଠାରେ ଧକ୍କା ଦେଇଥିଲା ।

ଫଳରେ ଘଟଣାସ୍ଥଳରେ ବାପ ଝିଅଙ୍କର ମୃତ୍ୟୁ ଘଟିଥିଲା । ପରେ ପୋଲିସ ଖବର ପାଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସହ ଦୁର୍ଘଟଣାଗ୍ରସ୍ତ ମୋଟର ସାଇକେଲକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

Intro:Body:

dffd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.