ETV Bharat / state

ନିର୍ବାଚନ କାଉଣ୍ଟଡାଉନ: ସମ୍ବଲପୁରରେ ଏକ୍ସପେଣ୍ଡିଚର ଅବଜର୍ଭରଙ୍କ ପ୍ରସ୍ତୁତି ବୈଠକ

ଜିଲ୍ଲାର 4 ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଦାୟିତ୍ବ ପାଇଥିବା ଏକ୍ସପେଣ୍ଡିଚର ଅବଜର୍ଭର ସୁନୀଲ କୁମାର ଆଜି ସମ୍ବଲପୁରରେ ପହଞ୍ଚିଛନ୍ତି । ସମ୍ବଲପୁର ଡିଆରଡିଏର ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ନିର୍ବାଚନ ଖର୍ଚ୍ଚକୁ ନେଇ ସେ ଏକ ବୈଠକରେ ଆଲୋଚନା କରିଛନ୍ତି।

author img

By

Published : Apr 10, 2019, 6:50 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଜିଲ୍ଲାର 4 ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଦାୟିତ୍ବ ପାଇଥିବା ଏକ୍ସପେଣ୍ଡିଚର ଅବଜର୍ଭର ସୁନୀଲ କୁମାର ଆଜି ସମ୍ବଲପୁରରେ ପହଞ୍ଚିଛନ୍ତି । ସମ୍ବଲପୁର ଡିଆରଡିଏ ର ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ନିର୍ବାଚନ ଖର୍ଚ୍ଚକୁ ନେଇ ସେ ଏକ ବୈଠକରେ ଆଲୋଚନା କରିଛନ୍ତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର ଉପଜିଲ୍ଲାପାଳ ପ୍ରଦୀପ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରତିନିଧିମାନେ ଯୋଗ ଦେଇଥିଲେ । ନିର୍ବାଚନ ସମୟରେ ଟଙ୍କା ପଇସା କାରବାର ଚେକ୍ ମାଧ୍ୟମରେ କରିବା ପାଇଁ ଏହି ବୈଠକରେ ସବୁ ଦଳଙ୍କୁ କୁହାଯାଇଥିଲା । ପ୍ରଥମେ ସେମାନେ ତାଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ କରନ୍ତୁ, ତା ପରେ ସେହି ଆକାଉଣ୍ଟ ମାଧ୍ୟମରେ ଖର୍ଚ୍ଚ କରନ୍ତୁ ବୋଲି ସମସ୍ତଙ୍କୁ ସୂଚନା ଦିଆଯାଇଥିଲା।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:Body:

ନିର୍ବାଚନ କାଉଣ୍ଟଡାଉନ: ସମ୍ବଲପୁରରେ ଏକ୍ସପେଣ୍ଡିଚର ଅବଜର୍ଭରଙ୍କ ପ୍ରସ୍ତୁତି ବୈଠକ

ସମ୍ବଲପୁର: ଜିଲ୍ଲାର 4 ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଦାୟିତ୍ବ ପାଇଥିବା ଏକ୍ସପେଣ୍ଡିଚର ଅବଜର୍ଭର ସୁନୀଲ କୁମାର ଆଜି ସମ୍ବଲପୁରରେ ପହଞ୍ଚିଛନ୍ତି । ସମ୍ବଲପୁର ଡିଆରଡିଏ ର ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ନିର୍ବାଚନ ଖର୍ଚ୍ଚକୁ ନେଇ ସେ ଏକ ବୈଠକରେ ଆଲୋଚନା କରିଛନ୍ତି। 

ସମ୍ବଲପୁର ଉପଜିଲ୍ଲାପାଳ ପ୍ରଦୀପ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହ ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ନିର୍ବାଚନ ସମୟରେ ଟଙ୍କା ପଇସା କାରବାର ଚେକ୍ ମାଧ୍ୟମରେ କରିବା ପାଇଁ ଏହି ବୈଠକରେ ସବୁ ଦଳଙ୍କୁ କୁହାଯାଇଥିଲା । ପ୍ରଥମେ ସେମାନେ ତାଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ କରନ୍ତୁ ତା ପରେ ସେହି ଆକାଉଣ୍ଟ ମାଧ୍ୟମରେ ଖର୍ଚ୍ଚ କରନ୍ତୁ ବୋଲି ସମସ୍ତଙ୍କୁ ସୂଚନା ଦିଆଯାଇଥିଲା।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.