ETV Bharat / state

ସ୍କୁଲ ଡାଏରୀରେ ଜାତୀୟ ସଙ୍ଗୀତକୁ କଦର୍ଥ କରାଯାଇଥିବା ଅଭିଯୋଗ - କନଭେଣ୍ଟ ସ୍କୁଲର ଡାଏରୀ

ସମ୍ବଲପୁର କନଭେଣ୍ଟ ସ୍କୁଲର ଡାଏରୀରେ ଜାତୀୟ ସଙ୍ଗୀତକୁ କଦର୍ଥ କରି ଲେଖା ଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ...

ଜାତୀୟ ସଙ୍ଗୀତକୁ କଦର୍ଥ କରି ଲେଖାଯାଇଥିବା ଅଭିଯୋଗ
author img

By

Published : Nov 22, 2019, 10:40 PM IST

ସମ୍ବଲପୁର: ସାକ୍ଷୀପଡା ସ୍ଥିତ କନଭେଣ୍ଟ ସ୍କୁଲର ଡାଏରୀରେ ଥିବା ଜାତୀୟ ସଙ୍ଗୀତ 5 ଟି ଶବ୍ଦରେ ତ୍ରୁଟି ଥିବା ଅଭିଯୋଗ କରି ସମ୍ବଲପୁରର ଭଗୁଆ ସେର ସଂଗଠନ ସମ୍ବଲପୁର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଦେଇଛି।

disrespect to national anthem,  national anthem disrespected in convent school, writing wrong spellings in national anthem,  ଜାତୀୟ ସଙ୍ଗୀତକୁ ଅପମାନ, ଜାତୀୟ ସଙ୍ଗୀତକୁ କଦର୍ଥ କରାଯାଇଥିବା ଅଭିଯୋଗ, କନଭେଣ୍ଟ ସ୍କୁଲର ଡାଏରୀ, ଜାତୀୟ ସଙ୍ଗୀତ
ଜାତୀୟ ସଙ୍ଗୀତକୁ କଦର୍ଥ କରି ଲେଖାଯାଇଥିବା ଅଭିଯୋଗ

ଏହି ସ୍କୁଲରେ ଜାତୀୟ ସଂଗୀତକୁ ବିକୃତ କରି ଲେଖାଯାଇଥିବାର ଅଭିଯୋଗ ହୋଇଛି । ଏନେଇ ସମ୍ବଲପୁର ଭଗୁଆ ସେର ସଂଗଠନ ପକ୍ଷରୁ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରାଯାଇଛି । ସମ୍ବଲପୁର କନଭେଣ୍ଟ ସ୍କୁଲ ପକ୍ଷରୁ ଦିଆଯାଉଥିବା ଡାଏରିରେ ଜନ ଗଣ ମନ.... ଜାତୀୟ ସଂଗୀତର 5ଟି ଶବ୍ଦରେ ତୃଟି ଥିବା ଦର୍ଶା ଯାଇଛି । ଏହି ତୃଟି ପାଇଁ ସ୍କୁଲ କତ୍ତୃପକ୍ଷଙ୍କୁ ଦାୟୀ କରିଛି ଭଗୁଆ ସେର ସଙ୍ଗଠନ ।

ଏନେଇ ପୁର୍ବରୁ ଧନୁପାଲି ଥାନାରେ ଅଭିଯୋଗ ହୋଇଥିବା ବେଳେ ସମ୍ବଲପୁର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେଇଛି ସଙ୍ଗଠନ । ତେବେ ଏନେଇ ଅତିରିକ୍ତ ଜିଲ୍ଲାପାଳ ପ୍ରତିକିୟା ଦେବା ପାଇଁ ମନା କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ଜାତୀୟ ସଙ୍ଗୀତ କୁ କଦର୍ଥ କରି ଲେଖାଯାଇଥିବା ଅଭିଯୋଗ।ସମ୍ବଲପୁର ସାକ୍ଷୀପଡା ସ୍ଥିତ ସେଣ୍ଟ ଜୋସେପ ସ୍କୁଲ ର ଡାଏରୀ ରେ ଥିବା ଜାତୀୟ ସଙ୍ଗୀତ 5 ଟି ଶବ୍ଦ ରେ ତ୍ରୁଟି ଥିବା ଆଜି ସମ୍ବଲପୁର ର ଭାଗୁଆ ସେର ସଂଗଠନ ସମ୍ବଲପୁର ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକ ପତ୍ର ଦେଇଛି।Body: ସମ୍ବଲପୁର ସାକ୍ଷୀ ପଡା ସ୍ଥିତ ସେଣ୍ଟ ଜସେଫ କଣ୍ଣଭେଣ୍ଟ ସ୍କୁଳ ଡାଏରି ରେ ଜାତୀୟ ସଂଗୀତ କୁ ବିକୃତ କରି ଲେଖାଯାଇଥିବାର ଅଭିଯୋଗ ହୋଇଛି ।ଏନେଇ ଆଜି ସମ୍ବଲପୁର ଭଗୁଆ ସେର ସଂଗଠନ ତରଫ ରୁ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ କରାଯାଇଛି । ସମ୍ବଲପୁର କଣ୍ଣଭେଣ୍ଟ ସ୍କୁଲ ତରଫ ରୁ ଦିଆଯାଉଥିବା ଡାଏରି ରେ ଜନ ଗଣ ମନ.... ଜାତୀୟ ସଂଗୀତ ର ୫ ଟି ଶଂବ୍ଦ ରେ ତୃଟି ଥିବା ଦର୍ଶାଇ ଏହି ତୃଟି ପାଇ ସ୍କୁଲ କତ୍ତୃପକ୍ଷ ଙ୍କୁ ଦାୟୀ କରିଛନ୍ତି । ଏନେଇ ପୁର୍ଵରୁ ଧନୁପାଲି ଥାନାରେ ଅଭିଯୋଗ ହୋଇଥିବା ବେଳେ ଆଜି ସମ୍ବଲପୁର ଜିଲ୍ଲାପାଳ ଙ୍କ ଉଦ୍ୟଶ ରେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ଦେଇଛନ୍ତି । ତେଵେ ଏନେଇ ଅତିରିକ୍ତ ଜିଲ୍ଲାପାଳ ପ୍ରତିକିୟା ଦେବା ପାଇ ମନା କରିଛନ୍ତି ।Conclusion:ପୂର୍ବରୁ ଏହି ସ୍କୁଲ ବିରୁଦ୍ଧରେ ବହୁ ଅଭିଯୋଗ ହୋଇଛି।

ବାଇଟ-1- ଦେବାଶିଷ ପୁରୋହିତ, ସଦସ୍ୟ, ଭଗୁଆ ସେର,ସଂଗଠନ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.