ETV Bharat / state

ସମ୍ବଲପୁରରେ କୋଭିଡ କଟକଣା ହେଲା କଡାକଡ଼ି

author img

By

Published : Jan 8, 2022, 10:47 PM IST

ଗତକାଲି ରାତି 9ଟାରୁ ନୂଆ କୋଭିଡ ଗାଇଡ଼ଲାଇନ ଲାଗୁ ହୋଇଥିବାବେଳେ ଆଜିଠାରୁ ସମ୍ବଲପୁରରେ କୋଭିଡ କଟକଣାକୁ କଡାକଡି କରାଯାଇଛି । ଅଧିକ ପଢନ୍ତୁ

ସମ୍ବଲପୁରରେ କୋଭିଡ କଟକଣା ହେଲା କଡାକଡ଼ି
ସମ୍ବଲପୁରରେ କୋଭିଡ କଟକଣା ହେଲା କଡାକଡ଼ି

ସମ୍ବଲପୁର: ସମ୍ବଲପୁର ସହରରେ ଆଜିଠୁ(ଶନିବାର) କୋଭିଡ କଟକଣାକୁ କଡାକଡି କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ତିଆରି ହୋଇଥିବା ଏକ ସ୍ୱତନ୍ତ୍ର ଟିମ ଗୋଲବଜାର ମାର୍କେଟ ଅଞ୍ଚଳରେ ରାସ୍ତା ଉପରକୁ ମାଡି ଆସିଥିବା ଦୋକାନ ଓ ଉଠାଦୋକାନ ଗୁଡ଼ିକ ଉପରେ ଚଢ଼ାଉ କରାଯାଇ ସେଗୁଡ଼ିକୁ ବନ୍ଦ କରାଯାଇଛି ।

ସମ୍ବଲପୁରରେ କୋଭିଡ କଟକଣା ହେଲା କଡାକଡ଼ି
ସମ୍ବଲପୁରରେ କୋଭିଡ କଟକଣା ହେଲା କଡାକଡ଼ି

ଏହାସହ ଗାଇଡ଼ଲାଇନ ମାନୁନଥିବା ଦୋକାନ ଗୁଡିକୁ ଫାଇନ କରାଯାଇଛି । ଅନ୍ୟପଟେ ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କୁ ଫାଇନ କରାଯାଇଛି ।

ସମ୍ବଲପୁରରେ କୋଭିଡ କଟକଣା ହେଲା କଡାକଡ଼ି
ସମ୍ବଲପୁରରେ କୋଭିଡ କଟକଣା ହେଲା କଡାକଡ଼ି
ସମ୍ବଲପୁର ମହାନଗର ନିଗମର ଏନ୍ଫୋର୍ସମେଣ୍ଟ ଅଫିସରଙ୍କ ନେତୃତ୍ୱରେ ଏହି ଚଢ଼ାଉ ହେଉଥିବାବେଳେ ଆଗାମୀ ଦିନରେ ସହରର ସମସ୍ତ ଅଞ୍ଚଳରେ କଟକଣାକୁ କଡାକଡି କରାଯିବ ବୋଲି ସୂଚନା ଦିଆଯାଇଛି । ଏହାସହ କଟକଣାକୁ ମାନିବାକୁ ଅପିଲ ମଧ୍ୟ କରାଯାଇଛି ।
ସମ୍ବଲପୁରରେ କୋଭିଡ କଟକଣା ହେଲା କଡାକଡ଼ି
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.