ETV Bharat / state

କୋଭିଡ-19 ସଚେତନତା କରୁଛନ୍ତି ସମ୍ବଲପୁର କିନ୍ନର ସଂଘ

author img

By

Published : Apr 22, 2020, 1:06 AM IST

ଲୋକଙ୍କୁ କୋରୋନା ସଚେତନତା କଲେ କଲେ ସମ୍ବଲପୁରର କିନ୍ନର ସମାଜ । ପ୍ରତ୍ୟେକ ଦିନ ଏହି କିନ୍ନର ମାନେ ନିଜେ ମାସ୍କ ଲଗାଇ ସାମାଜିଜ ଦୂରତ୍ୱ ବଜାୟ ରଖି ସମ୍ବଲପୁର ସହରର ବିଭିନ୍ନ ଗଳିକନ୍ଦି ଦେଇ ଯାଉଥିବା ଲୋକଙ୍କୁ ସଚେତନ କରୁଛନ୍ତି । ଅଧିକ ପଢନ୍ତୁ...

covid-19 warns Sambalpur Transgenders
କୋଭିଡ-19 ସଚେତନତା କରୁଛନ୍ତି ସମ୍ବଲପୁର କିନ୍ନର ସଂଘ

ସମ୍ବଲପୁର: କୋଭିଡ-19 ମୁକାବିଲା ପାଇଁ ସାରା ଦେଶରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ । ଏହି ସମୟରେ ଲୋକ ମାନଙ୍କୁ ଘରେ ରହିବାକୁ କୁହାଯାଉଛି । ସରକାରୀ ସ୍ତରରେ ହେଉ କି ବେସରକାରୀ ସ୍ତରରେ ଏଥିପାଇଁ ସଚେତନତା କରାଯାଉଛି । ଆଉ ଏହି ସଚେତନତା କାର୍ଯ୍ୟରୁ ନିଜକୁ ବାଦ ଦେଇ ନାହାନ୍ତି ସମ୍ବଲପୁରର କିନ୍ନର ସମାଜ ।

ପ୍ରତ୍ୟେକ ଦିନ ଏହି କିନ୍ନର ମାନେ ନିଜେ ମାସ୍କ ଲଗାଇ ସାମାଜିଜ ଦୂରତ୍ୱ ବଜାୟ ରଖି ସମ୍ବଲପୁର ସହରର ବିଭିନ୍ନ ଗଳିକନ୍ଦି ଦେଇ ଯାଉଥିବା ଲୋକଙ୍କୁ ସଚେତନ କରୁଛନ୍ତି । ଏଥି ସହ ଗରିବ ଖୁଚରା ବ୍ୟବସାୟୀ ମାନଙ୍କୁ ପାଣି ବୋତଲ, ବିସ୍କୁଟ ପରି ଶୁଖା ଖାଦ୍ୟ ମାଗଣାରେ ପ୍ରଦାନ କରୁଛନ୍ତି । ଏହି ସବୁ କାର୍ଯ୍ୟ ସେମାନେ ନିଜ ପାଣ୍ଠିରୁ କରୁଥିବା କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.