ETV Bharat / state

ଭୀମସାର ଭାଇରାଲ ଭିଡିଓ ଘଟଣା: ପ୍ରତିକ୍ରିୟା ରଖିଲେ ଡିଆଇଜି ହିମାଂଶୁ ଲାଲ - DIG Himanshu Lal

ବୁର୍ଲା ମେଡିକାଲ ଫାଣ୍ଡି ସମ୍ମୁଖରେ ରୋଗୀ ସମ୍ପର୍କୀୟଙ୍କୁ ଡାକ୍ତରୀ ଛାତ୍ରଙ୍କ ନିର୍ଯ୍ୟାତନାର ଭିଡିଓ ଭାଇରାଲ ଘଟଣାରେ ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲଙ୍କ ପ୍ରତିକ୍ରିୟା । ସମ୍ବଲପୁର ଏସପି ଏହି ତଦନ୍ତକୁ ନିଜେ କରୁଥିବା କହିଲେ ହିମାଂଶୁ ଲାଲ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Oct 24, 2019, 8:43 PM IST

ସମ୍ବଲପୁର: ବୁର୍ଲା ମେଡିକାଲ ଫାଣ୍ଡି ସମ୍ମୁଖରେ ରୋଗୀ ସମ୍ପର୍କୀୟଙ୍କୁ ଡାକ୍ତରୀ ଛାତ୍ରଙ୍କ ନିର୍ଯ୍ୟାତନାର ଭିଡିଓ ଭାଇରାଲ ଘଟଣାରେ ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲଙ୍କ ପ୍ରତିକ୍ରିୟା । ସମ୍ବଲପୁର ଏସପି ଏହି ତଦନ୍ତକୁ ନିଜେ କରୁଥିବା କହିଲେ ହିମାଂଶୁ ଲାଲ ।

ସମ୍ବଲପୁର ବୁର୍ଲା ମେଡିକାଲରେ ଭିଡିଓ ଭାଇରାଲ ଘଟଣାରେ ଡିଆଇଜିଙ୍କ ପ୍ରତିକ୍ରିୟା

ତଦନ୍ତ ପ୍ରକ୍ରିୟାରେ ତଥ୍ୟ ପ୍ରମାଣ ସଂଗ୍ରହ ସହ ସବୁ ଦିଗରେ ନଜର ରଖାଯାଇଛି । ତଦନ୍ତ ଶେଷ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ତେବେ ପୋଲିସ ସାମ୍ନାରେ ଏଭଳି ହୋଇଥିବା ଭିଡିଓରେ ଦେଖାଯାଉଥିବାରୁ ଏହାକୁ ଏସପି ନିଜେ ତଦନ୍ତ କରୁଛନ୍ତି ।

ଏହାସହ ଘଟଣାକୁ ତିନୋଟି ଆଙ୍ଗୀକରେ ତଦନ୍ତ କରାଯାଉଥିବା ସେ କହିଛନ୍ତି । ପୋଲିସ, ଲୋକ ଓ ଡାକ୍ତରଙ୍କୁ ନେଇ ଏହି ତଦନ୍ତ ହେଉଥିବା ସେ ଦର୍ଶାଇଛନ୍ତି । ସୂଚନା ଥାଉକି, କିଛି ଦିନ ପୂର୍ବେ ଜଣେ ରୋଗୀ ସମ୍ପର୍କୀୟଙ୍କୁ କିଛି ଡାକ୍ତରୀ ଛାତ୍ର ପୋଲିସ ସମ୍ମୁଖରେ ନିର୍ଯ୍ୟାତନା ଦେଉଥିବାର ଭିଡିଓ ଭାଇରାଲ ହୋଇଛି । ତେବେ ଏହି ଘଟଣାରେ ଉଭୟ ପକ୍ଷ ଥାନାରେ ଏତଲା ଦାଏର କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା ଓ ବରଗଡରୁ ରାଜେଶ ସରାପ୍‌, ଇଟିଭି ଭାରତ

Intro:ସମ୍ବଲପୁର ବୁର୍ଲା ମେଡ଼ିକାଲ ଫାଣ୍ଡି ସମ୍ମୁଖରେ ଡ଼ାକ୍ତରୀ ଛାତ୍ର ଙ୍କ କାଙ୍ଗାରୁ କୋର୍ଟ ରେ ରୋଗୀ ସମ୍ପର୍କୀୟ ନିର୍ଯ୍ୟାତନା ଘଟଣା ରେ ଆଜି ବରଗଡ଼ ରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ଉତ୍ତରାଞ୍ଚଳ ଡି ଆଇ ଜି ହିମାଂଶୁ ଲାଲ।Body:ସମ୍ବଲପୁର ଡ଼ିଆଇଜି ହିମାଂଶୁ ଲାଲ ଆଜି ବରଗଡ଼ ଗସ୍ତ ସମୟରେ ବୁର୍ଲା ମେଡିକାଲ ଭିତରେ ରୋଗୀ ସମ୍ପକୀୟ ନିର୍ଯ୍ୟାତନା ଘଟଣା ରେ ପ୍ରତିକ୍ରିୟା ରଖିଛନ୍ତି।ସେ କହିଛନ୍ତି ସେ ସମ୍ବଲପୁର ଏସ ପି ଏହି ତଦନ୍ତ କୁ ନିଜେ କରୁଛନ୍ତି। ତଥ୍ୟ ପ୍ରମାଣ ସଂଗ୍ରହ ସହ ସବୁ ଡି ଉପରେ ନଜର ରଖାଯାଇଛି। ତଦନ୍ତ ସରିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।Conclusion:ତେବେ ଡି ଆଇ ଜି କହିଛନ୍ତି ଯେ ଅତିଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ।

ବାଇଟ-1- ହିମାଂଶୁ ଲାଲ, ଡ଼ିଆଇଜି, ସମ୍ବଲପୁର।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.