ETV Bharat / state

ସମ୍ବଲପୁର ଗସ୍ତରେ କୃଷୀମନ୍ତ୍ରୀ, 7 ଜିଲ୍ଲା ଅଧିକାରୀଙ୍କ ସହ ସମୀକ୍ଷା ବୈଠକ

କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଆଜି ସମ୍ବଲପୁର ଗସ୍ତ । ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାର କୃଷି ଅଧିକାରୀଙ୍କ ସହ କଲେ ସମୀକ୍ଷା ବୈଠକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Aug 6, 2019, 4:48 PM IST

ସମ୍ବଲପୁର: କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ବଲପୁର ଗସ୍ତ। ଆଜି ସେ ସମ୍ବଲପୁର ବିଶ୍ବବିଦ୍ୟାଳୟ ସମ୍ମିଳନୀ କକ୍ଷରେ ପଶ୍ଚିମ ଓଡ଼ିଶା 7 ଜିଲ୍ଲାର କୃଷି, ହର୍ଟିକଲଚର, ମତ୍ସ୍ୟ,ୱାଟରସେଡ ଓ ଭେଟିନାରୀ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୌଠକ ମଧ୍ୟ କରିବାର କରିଛନ୍ତି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ନିର୍ଦ୍ଧାରିତ ସମୟସୀମା ଭିତରେ ସମାପ୍ତ କରିବାକୁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏହି ଅବସରରେ କମ ବର୍ଷା ଯୋଗୁଁ ଚାଷ ପ୍ରଭାବିତ ହୋଇଥିବାର ମନ୍ତ୍ରୀ ସ୍ବୀକାର କରିଛନ୍ତି। ତେବେ ଚାଷୀଙ୍କ ଉଦ୍ଦେଶ୍ୟ ଥିବା ବିଭିନ୍ନ ସୁବିଧା ଚାଷୀକୁ ନମିଳିଲେ ଅବହେଳା କରିଥିବା ଅଧିକାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଅବସର ରେ ସେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ମକା ଚାଷରେ ଲାଗିଥିବା ରୋଗର ନିରାକରଣ ପାଇଁ ଅଧିକାରୀ ଙ୍କ ସହ କର୍ମଶାଳା କରାଯିବ ବୋଲି କହିଛନ୍ତି ।

ସମ୍ବଲପୁରରୁ ବାଦସାହା ଯୁଶମନ୍ତ ରଣା, ଇଟିଭି ଭାରତ

Intro:ଆଜି କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସମ୍ବଲପୁର ଗସ୍ତରେ ଆସିଛନ୍ତି।ଆଜି ସେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ର ସମ୍ମିଳନୀ କକ୍ଷରେ ପଶ୍ଚିମ ଓଡ଼ିଶାର 7 ଟି ଜିଲ୍ଲାର କୃଷି, ହର୍ଟିକଲଚର, ମତ୍ସ୍ୟ,ୱାଟରସେଡ ଓ ଭେଟିନାରୀ ବିଭାଗର ବରିଷ୍ଠ ଅଧିକାରୀ ଙ୍କ ସହ ଆଲୋଚନା କରି ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନାର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି।

Body:ସମ୍ବଲପୁର ଗସ୍ତରେ କୃଷିମନ୍ତ୍ରୀ ଅରୁଣ ସାହୁ ।ଆଜି ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ସମ୍ମିଳନୀର କକ୍ଷ ରେ ପଶ୍ଚିମ ଓଡ଼ିଶାର7 ଟି ଜିଲ୍ଲାର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।ଏହି ବୈଠକରେ କୃଷି, ହର୍ଟିକଲଚର, ମତ୍ସ୍ୟ ବିଭାଗ,ୱାଟର ସେଡ ଓ ଭେଟିନାରୀ ବିଭାଗ ଅଧିକାରୀ ନ୍କ ସହ ମନ୍ତ୍ରୀ ସିଧାସଳଖ ଆଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ କୁ ନିର୍ଦ୍ଧାରିତ ସମୟସୀମା ଭିତରେ ସମାପ୍ତ କରିବାକୁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏହି ଅବସରରେ କମ ବର୍ଷା ଯୋଗୁଁ ଚାଷ ପ୍ରଭାବିତ ହୋଇଥିବାର ମନ୍ତ୍ରୀ ସ୍ବୀକାର କରିଛନ୍ତି।ତେବେ ଚଷୀଙ୍କ ଉଦ୍ଦେଶ୍ୟ ଥିବା ବିଭିନ୍ନ ସୁବିଧା ଚାଷୀ କୁ ନମିଳିଲେ ଅବହେଳା କରିଥିବା ଅଧିକାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଅବସର ରେ ସେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ମକା ଚାଷ ରେ ଲାଗିଥିବା ରୋଗର ନିରାକରଣ ପାଇଁ ଅଧିକାରୀ ଙ୍କ ସହ କର୍ମଶାଳା କରିଥିବାର ମନ୍ତ୍ରୀ କହିଛନ୍ତି।

Conclusion:ଆଗାମୀ ଦିନରେ ଚାଷୀ ମାନଙ୍କ ସୁବିଧା ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବା ବୋଲି ମନ୍ତ୍ରୀ କହିଛନ୍ତି।

ବାଇଟ-1-ଅରୁଣ ସାହୁ,କୃଷିମନ୍ତ୍ରୀ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.