ETV Bharat / state

ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ଯୁବକ ଗିରଫ - ବିବାହିତ ମହିଳାଙ୍କ ସହ ସମ୍ପର୍କ

ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଅଭିଯୋଗରେ ଯୁବକ ଗିରଫ । ବିବାହିତା ମହିଳାଙ୍କ ସହ ସମ୍ପର୍କ ରଖିବା ପରେ ଅଶ୍ଲୀଳ ଭିଡିଓକୁ ଭାଇରାଲ କରିବା ଅଭିଯୋଗରେ ଗିରଫ ରଖିଛି ସମ୍ବଲପୁର ଧନୁପାଲି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Aug 24, 2019, 12:36 PM IST

Updated : Aug 25, 2019, 12:00 AM IST

ସମ୍ବଲପୁର: ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ଜଣେ ଯୁବକ ଗିରଫ । ବିବାହିତ ମହିଳାଙ୍କ ସହ ସମ୍ପର୍କ ରଖି ଅଶ୍ଲୀଳ ଭିଡିଓକୁ ଭାଇରାଲ କରିଥିବା ଅଭିଯୋଗରେ ଗିରଫ ରଖିଛି ସମ୍ବଲପୁର ଧନୁପାଲି ପୋଲିସ । ଯୁବକ ଜଣକ ଧମା ଥାନା ଅନ୍ତର୍ଗତ ପଟାଟପୁଲିଆ ଗାଁର ପ୍ରମୋଦ ସିଂ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସୂଚନାନୁଯାୟୀ, ମହିଳା ଜଣକ 2000 ମସିହାରେ ପ୍ରେମ ବିବାହ କରିଥିବାବେଳେ 6 ମାସ ତଳେ ସ୍ବାମୀଙ୍କୁ ଛାଡି ବାପ ଘରେ ରହିଆସୁଥିଲେ । ତେବେ ତାଙ୍କର ଜଣେ 17 ଓ 14 ବର୍ଷୀୟ ଝିଅ ଅଛନ୍ତି ।

ତେବେ ଏହି 6 ମାସ ମଧ୍ୟରେ ପ୍ରମୋଦ ସିଂ ନାମକ ଜଣେ ଯୁବକ ସହ ମହିଳାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ କିଛି ଦିନ ହେବ ଏହି ଯୁବକ ଜଣକ ମହିଳାଙ୍କ ଅଶ୍ଲୀଳ ଭିଡିଓ ସୁଟିଂ କରିବା ସହ ଏହାକୁ ଭାଇରାଲ କରିଥିଲେ । ଯାହାକୁ ନେଇ ସମ୍ବଲପୁର ଧନୁପାଲି ପୋଲିସ ଅଭିଯୁକ୍ତ ଯୁବକ ପ୍ରମୋଦ ସିଂଙ୍କୁ ଗିରଫ କରି ପଚରାଉଚରା କରିଛି ବୋଲି ଥାନା ଅଧିକାରୀ କମଳ କୁମାର ପଣ୍ଡା କହିଛନ୍ତି ।

ଏପରିକି ଯୁବକ ଜଣକ ମହିଳାଙ୍କୁ ବ୍ଲାକ ମେଲ କରୁଥିବାର ଜଣାପଡିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ଜଣେ ମହିଳାଙ୍କ ଅଶ୍ଳୀଳ ଭିଡିଓ କୁ ଭାଇରାଲ କରି ସମ୍ବଲପୁର ଧନୁପାଲି ଥାନାରେ ଯୁବକ ଅଟକ।Body:ଜଣେ ବିବାହିତ ମହିଳା ଙ୍କ ସହ ପ୍ରେମ ସଂପର୍କ ରଖି ତାଙ୍କର ଅଶ୍ଳୀଳ ଭିଡ଼ିଓ ଭାଇରଲ କରିଥିବା ଅଭିଯୋଗରେ ଜଣକୁ ଗିରଫ କରିଛି ସମ୍ବଲପୁର ଧନୁପାଲି ପୋଲିସ।ଗିରଫ ଯୁବକ ଜଣକ ହେଲେ ସମ୍ବଲପୁର ଧମା ଥାନା ଅନ୍ତର୍ଗତ ପଟାପୁଲିଆ ଗାଁର ପ୍ରମୋଦ ସିଂ। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମହିଳା ଙ୍କ ବୟସ ପ୍ରାୟ 37 ହୋଇଥିବା ବେଳେ ତାଙ୍କର ଜଣେ 17 ଓ 14 ବର୍ଷୀୟ ଝିଅ ଅଛନ୍ତି। ମହିଳା ଜଣକ 2000 ମସିହାରେ ପ୍ରେମ ବିବାହ କରିଥିଲେ।ତେବେ ଗତ 6 ମାସ ତଳେ ସେ ନିଜ ସ୍ୱାମୀ ଘର ଛାଡ଼ି ନିଜ ବାପ ଘରେ ରହି ଆସୁଥିଲେ। ଆଉ ଏହି 6 ମାସ ଭିତରେ ତାଙ୍କ ର ପ୍ରମୋଦ ସିଂ ନାମକ ଜଣେ ଯୁବକ ସହ ପ୍ରେମ ସମ୍ପର୍କ ଗାଡି ଉଠିଥିଲା।ଏହି ଯୁବକ କିଛି ଦିନ ହେଲା ମହିଳା ଙ୍କ ଅଶ୍ଳୀଳ ଭିଡ଼ିଓ ସୁଟିଂ କରି ଭାଇରଲ କରି ଆସୁଥିଲା।ଏହି ଅଭିଯୋଗ ରେ ସମ୍ବଲପୁର ଧନୁପାଲି ପୋଲିସ ଅଭିଯୁକ୍ତ ଯୁବକ ପ୍ରମୋଦ ସିଂ ଙ୍କୁ ଅଟକ ରଖି ପଚରା ଉଚରା କରୁଛି ବୋଲି ଥାନା ଅଧିକାରୀ କମଳ କୁମାର ପଣ୍ଡା କହିଛନ୍ତି।Conclusion:ଯୁବକ ଜଣକ ମହିଳା ଭିଡ଼ିଓ ଭାଇରଲ କରିବାକୁ କହି ବ୍ଲାକ ମେଲ କରୁଥିବାର ଚର୍ଚ୍ଚା ହେଉଛି।
Last Updated : Aug 25, 2019, 12:00 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.