ETV Bharat / state

ହୀରାକୁଦର ଆଉ 5ଟି ଗେଟ ବନ୍ଦ - ହୀରାକୁଦ ଡ୍ୟାମର ଗେଟ ବନ୍ଦ

ଆଜି ସନ୍ଧ୍ୟା ସୁଦ୍ଧା ହୀରାକୁଦ ଡ୍ୟାମର ଆଉ 5ଟି ଗେଟକୁ ବନ୍ଦ କରିଦିଆ ଯାଇଛି । ବର୍ତ୍ତମାନ ହୀରାକୁଦର ଜଳସ୍ଥର 629.43 ଫୁଟ ରହିଛି ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ସମ୍ବଲପୁର
author img

By

Published : Oct 3, 2019, 8:15 AM IST

Updated : Oct 3, 2019, 9:54 PM IST

ସମ୍ବଲପୁର: ଆଜି ସନ୍ଧ୍ୟା ସୁଦ୍ଧା ହୀରାକୁଦ ଡ୍ୟାମର ଆଉ 5ଟି ଗେଟକୁ ବନ୍ଦ କରିଦିଆ ଯାଇଛି । ବର୍ତ୍ତମାନ 4ଟି ଗେଟ ଜରିଆରେ ବନ୍ୟାଜଳ ନିଷ୍କାସନ ହେଉଛି ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ସମ୍ବଲପୁର

ବର୍ତ୍ତମାନ ହୀରାକୁଦର ଜଳସ୍ଥର 629.43 ଫୁଟ ରହିଛି । ଏହି ସମୟ ମଧ୍ୟରେ ଉପରମୁଣ୍ଡରୁ ସେକେଣ୍ଡ ପ୍ରତି 1,42,024 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ସେକେଣ୍ଡ ପ୍ରତି 86,939 କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଆଗକୁ ଆହୁରି ଗେଟ ବନ୍ଦ ହେବାର ସମ୍ଭାବନା ରହିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ଗତକାଲି ହୀରାକୁଦ ର 16 ଟି ଗେଟ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ, ଗତ ବିଳମ୍ୱିତ ରାତ୍ରିରେ ପର୍ଯ୍ୟାୟ କ୍ରମରେ 7ଟି ଗେଟ କୁ ବନ୍ଦ କରାଯାଇଛି।ବର୍ତ୍ତମାନ 9 ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି।Body:ବର୍ତମାନ ହୀରାକୁଦ ର ଜଳସ୍ଥର 629.35 ଫୁଟ ରହିଛି।ଏହି ସମୟରେ ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି 1,68,912 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାର ରୁ ସେକେଣ୍ଡ ପ୍ରତି 1,68,912 କ୍ୟୁସେକ ଜଳ ନିଷ୍କାସନ ହେଉଛି।Conclusion:ଆଗକୁ ଆହୁରି ଗେଟ ବନ୍ଦ ହେବାର ସମ୍ଭାବନା ରହିଛି।
Last Updated : Oct 3, 2019, 9:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.