ETV Bharat / state

ସଦର ରେଞ୍ଜ ହାତୀ ମୃତ୍ୟୁ ଘଟଣା, 3 ଜଣଙ୍କୁ ଗିରଫ କଲା ବନବିଭାଗ

author img

By

Published : Dec 5, 2020, 1:33 PM IST

ସମ୍ବଲପୁର ରେଞ୍ଜ ହାତୀ ମୃତ୍ୟୁ ଘଟଣାରେ ବନବିଭାଗ 3 ଜଣଙ୍କୁ ଶନିବାର ଗିରଫ କରିଛି । ଅଧିକ ପଢନ୍ତୁ...

3 people arrested by Sambalpur forest department in elephant death case
ସଦର ରେଞ୍ଜ ହାତୀ ମୃତ୍ୟୁ ଘଟଣା, 3 ଜଣଙ୍କୁ ଗିରଫ କଲା ବନବିଭାଗ

ସମ୍ବଲପୁର: ଜିଲ୍ଲାର ସଦର ରେଞ୍ଜ ଅନ୍ତର୍ଗତ ଯାଦୁଲୁଇସିଙ୍ଗ ଜଙ୍ଗଲରେ ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ଘଟିଥିଲା । ତେବେ ଏହି ଘଟଣାରେ ଶନିବାର ବନବିଭାଗ 3 ଜଣଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ ଗତ ନଭେମ୍ବର 30 ତାରିଖରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଦୁଲୁଇସିଙ୍ଗ ଜଙ୍ଗଲରେ ଏକ ୧୨ ବର୍ଷ ବୟସର ଦନ୍ତା ହାତୀର ମୃତ୍ୟୁ ହୋଇଥିଲା । ଏହି ହାତୀ ମୄତ୍ୟୁ ଘଟଣାର ତଦନ୍ତ କରିବା ପାଇଁ ସମ୍ବଲପୁର ବନବିଭାଗ ପକ୍ଷରୁ ACF ଏମଏଲ ଶର୍ମାଙ୍କ ନୈତୄତ୍ତରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା ।

ବନବିଭାଗ ତଦନ୍ତ କରିବା ପରେ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଥିବା ସମ୍ବଲପୁର ଡିଏଫଓ ସଞ୍ଜିତ କୁମାର ସୂଚନା ଦେଇଛନ୍ତି । ସମ୍ବଲପୁର ବନବିଭାଗ ଏହି ଘଟଣା ସଂପର୍କରେ ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

ସମ୍ବଲପୁରରୁ ବାଦଶାହ ଯୁଶ୍ମନ କୁମାର ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.