ETV Bharat / state

ସମ୍ବଲପୁରରେ 21 ନୂଆ କୋରୋନା ପଜିଟିଭ - 21 new corona positive reports in sambalpur district

ସଟଡାଉନ ଭିତରେ ସମ୍ବଲପୁର ଜିଲ୍ଲାରେ ବଢୁଥିବା ସଂକ୍ରମିତ ସଂଖ୍ୟା ଏବେ ସମ୍ବଲପୁର ବାସୀଙ୍କୁ ଚିନ୍ତାରେ ପକାଇଛି। ଅଧିକ ପଢନ୍ତୁ...

ସମ୍ବଲପୁରରେ ଆଉ 21 ନୂଆ କୋରୋନା ପଜିଟିଭ ରିପୋର୍ଟ

author img

By

Published : Jul 29, 2020, 5:18 PM IST

ସମ୍ବଲପୁର: ଆଜି (ବୁଧବାର) ଜିଲ୍ଲାରୁ ପୁଣି 21 ଜଣ ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରରେ ବର୍ତ୍ତମାନ 10 ଦିନିଆ ସଟଡାଉନ ଜାରି ରହିଥିବା ବେଳେ ଏତେ ସଂଖ୍ୟକ ଅକ୍ରାନ୍ତ ଗୋଟିଏ ଦିନରେ ଚିହ୍ନଟ ହେବା ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି । ଅକ୍ରାନ୍ତଙ୍କ ମଧ୍ୟରେ 11 ଜଣ ଆକ୍ଟିଭ ସର୍ଭିଲେନ୍ସ ଟିମ ଦ୍ୱାରା ଚିହ୍ନଟ ହୋଇଥିବାବେଳେ 10 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।

ସମ୍ବଲପୁରରେ ଆଉ 21 ନୂଆ କୋରୋନା ପଜିଟିଭ ରିପୋର୍ଟ
ସମ୍ବଲପୁରରେ ଆଉ 21 ନୂଆ କୋରୋନା ପଜିଟିଭ ରିପୋର୍ଟ

ଆଜି ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି । ଅକ୍ରାନ୍ତ ମାନେ ସମସ୍ତେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳ, କୁଚିଣ୍ଡା, ଧନକଉଡା ଓ ମାନେଶ୍ୱର ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି ।

ବର୍ତ୍ତମାନ ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ମୋଟ ଅକ୍ରାନ୍ତଙ୍କ ସଂଖ୍ୟା 302 ହୋଇଥିବା ବେଳେ ଏଥିରୁ 174 ଜଣ ସୁସ୍ଥ ହୋଇ ଫେରିଛନ୍ତି । ବର୍ତ୍ତମାନ 128ଟି ମାମଲା ସକ୍ରିୟ ରହିଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.