ETV Bharat / state

ସମ୍ବଲପୁରରେ 21 ନୂଆ କୋରୋନା ପଜିଟିଭ

author img

By

Published : Jul 29, 2020, 5:18 PM IST

ସଟଡାଉନ ଭିତରେ ସମ୍ବଲପୁର ଜିଲ୍ଲାରେ ବଢୁଥିବା ସଂକ୍ରମିତ ସଂଖ୍ୟା ଏବେ ସମ୍ବଲପୁର ବାସୀଙ୍କୁ ଚିନ୍ତାରେ ପକାଇଛି। ଅଧିକ ପଢନ୍ତୁ...

ସମ୍ବଲପୁରରେ ଆଉ 21 ନୂଆ କୋରୋନା ପଜିଟିଭ ରିପୋର୍ଟ

ସମ୍ବଲପୁର: ଆଜି (ବୁଧବାର) ଜିଲ୍ଲାରୁ ପୁଣି 21 ଜଣ ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରରେ ବର୍ତ୍ତମାନ 10 ଦିନିଆ ସଟଡାଉନ ଜାରି ରହିଥିବା ବେଳେ ଏତେ ସଂଖ୍ୟକ ଅକ୍ରାନ୍ତ ଗୋଟିଏ ଦିନରେ ଚିହ୍ନଟ ହେବା ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି । ଅକ୍ରାନ୍ତଙ୍କ ମଧ୍ୟରେ 11 ଜଣ ଆକ୍ଟିଭ ସର୍ଭିଲେନ୍ସ ଟିମ ଦ୍ୱାରା ଚିହ୍ନଟ ହୋଇଥିବାବେଳେ 10 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।

ଆଜି ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି । ଅକ୍ରାନ୍ତ ମାନେ ସମସ୍ତେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳ, କୁଚିଣ୍ଡା, ଧନକଉଡା ଓ ମାନେଶ୍ୱର ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି ।

ବର୍ତ୍ତମାନ ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ମୋଟ ଅକ୍ରାନ୍ତଙ୍କ ସଂଖ୍ୟା 302 ହୋଇଥିବା ବେଳେ ଏଥିରୁ 174 ଜଣ ସୁସ୍ଥ ହୋଇ ଫେରିଛନ୍ତି । ବର୍ତ୍ତମାନ 128ଟି ମାମଲା ସକ୍ରିୟ ରହିଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.