ETV Bharat / state

ପୁଣି ସମ୍ବଲପୁରରେ ଦୁଇ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Jul 12, 2020, 7:23 PM IST

ପୁଣି ସମ୍ବଲପୁରରେ ଦୁଇ କୋରୋନା ଅକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 113ରେ ପହଞ୍ଚିଛି । ଅଧିକ ପଢନ୍ତୁ...

Two new corona disease cases Identification in Sambalpur
ପୁଣି ସମ୍ବଲପୁରରେ ଦୁଇ କୋରୋନା ଅକ୍ରାନ୍ତ ଚିହ୍ନଟ

ସମ୍ବଲପୁର: ପୁଣି ସମ୍ବଲପୁରରେ ଦୁଇ କୋରୋନା ଅକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 113ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 92 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 21 ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି ।

ଏପଟେ ଚିହ୍ନଟ ଦୁଇ କୋରୋନା ଅକ୍ରାନ୍ତଙ୍କ ମଧ୍ୟରୁ ଜଣେ ହୋମ କ୍ବାରେଣ୍ଟାଇନରେ ଥିବାବେଳେ ଜଣେ ସରକାରୀ କ୍ବାରେଣ୍ଟାଇନ ସେଣ୍ଟରେ ରହି ଆସୁଥିଲେ । ବିଗତ ଦିନରେ ବୁର୍ଲା ଭିସୁଟରୁ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହେବା ପରେ ବୁର୍ଲା ସହରକୁ ଦୁଇ ଦିନ ସଟଡାଉନ ଘୋଷଣା କରାଯାଇଥିଲା । ତେବେ, ଶନିବାର ଠାରୁ ସମ୍ବଲପୁର ଜିଲ୍ଲାକୁ ଦୁଇ ଦିନିଆ ସଟଡାଉନ ଘୋଷଣା କରାଯାଇଛି ।

ଜିଲ୍ଲାରେ କ୍ରମାଗତ ଭାବରେ କୋରୋନା ମାମଲା ସାମ୍ନାକୁ ଆସୁଥିବା ବେଳେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.