ETV Bharat / state

ଯୁଜୁମୁରା ଜଙ୍ଗଲରୁ ମୃତଦେହ ଠାବ ଘଟଣା; ହତ୍ୟା ଅଭିଯୋଗରେ 12 ଗିରଫ - 12arrested in murder case

ସମ୍ବଲପୁର ଜିଲ୍ଲା ଯୁଜୁମୁରା ଥାନା ଅନ୍ତର୍ଗତ ବାନ୍ଦେର ସଂରକ୍ଷିତ ଅଞ୍ଚଳରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା । ଏହି ମାମଲା ଯୁଜୁମୁରା ପୋଲିସ 12 ଜଣ କୁ ଗିରଫ କରିଥିବାବେଳେ ଜଣେ ଅଭିଯୁକ୍ତ ଫେରାର ରହିଛି । ଅଧିକ ପଢନ୍ତୁ...

ଯୁଜୁମୁରା ଜଙ୍ଗଲରୁ ମୃତଦେହ ଠାବ ଘଟଣା
ଯୁଜୁମୁରା ଜଙ୍ଗଲରୁ ମୃତଦେହ ଠାବ ଘଟଣା
author img

By

Published : Oct 19, 2020, 9:17 AM IST

ସମ୍ବଲପୁର: ଯୁଜୁମୁରା ଥାନା ଅନ୍ତର୍ଗତ ବାନ୍ଦେର ସଂରକ୍ଷିତ ଜଙ୍ଗଲରୁ ମୃତଦେହ ଉଦ୍ଧାର ଘଟଣାରେ 12 ଜଣ ଗିରଫ । ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ଯୁଜୁମୁରା ପୋଲିସ ସୂଚନା ଦେଇଛି ।

ଯୁଜୁମୁରା ଜଙ୍ଗଲରୁ ମୃତଦେହ ଠାବ ଘଟଣା
ଯୁଜୁମୁରା ଜଙ୍ଗଲରୁ ମୃତଦେହ ଠାବ ଘଟଣା

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଉକ୍ତ ଜଙ୍ଗଲରୁ ଧଧଲୋମୁଣ୍ଡା ଗାଁର ନିଲମ୍ବର ବନଛୋର ନାମକ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ବନ୍ୟଜନ୍ତୁ ଶିକାର ପାଇଁ ବଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନିଳାମ୍ବର ଗୁରୁତର ଆହତ ହୋଇଥିଲେ । ଅପରାଧ ଲୁଚାଇବାକୁ ଯାଇ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ତାଙ୍କର ଗଳା କାଟି ଜଙ୍ଗଲେ ଫିଙ୍ଗି ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ଆଇପିସି 302/201/34 ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଯୁଜୁମୁରା ଜଙ୍ଗଲରୁ ମୃତଦେହ ଠାବ ଘଟଣା
ଯୁଜୁମୁରା ଜଙ୍ଗଲରୁ ମୃତଦେହ ଠାବ ଘଟଣା

ଗିରଫ ଅଭିଯୁକ୍ତ ହେଲେ ରାମଶ୍ବର ଭୋଇ, ବିମଳେଶ୍ବର ଭୋଇ, ରାଜେନ୍ଦ୍ର ପୋଢ, ଧନୁ ନାଏକ, ମହେନ୍ଦ୍ର ଘୁସି, ଅଭିମନ୍ୟୁ ମାକଡ, ଚିତ୍ତରଞ୍ଜନ ପୋଢ, ସରୋଜ ଭୋଇ, ପ୍ରକାଶ ନାଏକ, ଦୁର୍ଯୋଧ୍ୟନ ଗୁରୁ, ଅଶୋକ ଡିଲା, ଗୁରୁ ବନଛୋର ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.