ETV Bharat / state

୬ କିଲୋମିଟର ଚାଲିଲେ ପ୍ରସୂତି, ରାସ୍ତାରେ ହେଲା ପ୍ରସବ

author img

By

Published : Jul 30, 2019, 9:58 PM IST

୬ କିଲୋମିଟର ଚାଲି ଚାଲି ରାସ୍ତାରେ ପ୍ରସୂତିଙ୍କ ପ୍ରସବ । ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ପ୍ରସବ କଲେ ମହିଳା । ଆମ୍ବୁଲାନ୍ସ ନମିଳିବାରୁ ବିଷମକଟକ ବ୍ଲକ କଡିଗୁମା ଗ୍ରାମର ଜଣେ ଡଙ୍ଗରିଆ ଆଦିବାସୀ ମହିଳା ଡାକ୍ତରଖାନାକୁ ଚାଲି ଚାଲି ଯିବା ସମୟରେ ପ୍ରସବ କରିଛନ୍ତି ।

ଡିଜାଇନ ଫଟୋ

ରାୟଗଡା: ଜିଲ୍ଲାରେ କମିବାର ନା ନେଉନି ଜନନୀ ଯନ୍ତ୍ରଣା । ଆମ୍ବୁଲାନ୍ସ ନମିଳିବାରୁ ବାଟରେ ବିଷମକଟକ ବ୍ଲକ କଡିଗୁମା ଗ୍ରାମର ଜଣେ ଡଙ୍ଗରିଆ ଆଦିବାସୀ ପ୍ରସୂତିଙ୍କ ପ୍ରସବ । ଡାକ୍ତରଖାନାକୁ ଚାଲି ଚାଲି ଯିବା ସମୟରେ ବାଟରେ ପ୍ରସବ କରିଛନ୍ତି ମହିଳା । ଯାହା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ବିଷମକଟକ କଡିଗୁମା ଗ୍ରାମର ଡଙ୍ଗରିଆ ଆଦିବାସୀ ମହିଳା ତଲେଡି ତୁଇକା ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିଲେ । ତେବେ ଗାଁକୁ ରାସ୍ତା ନଥିବାରୁ ଚାଲି ଚାଲି ନିକଟସ୍ଥ ଛକକୁ ଆସିବାକୁ ପଡିଥିଲା । ତେବେ 2 କିଲୋମିଟର ଚାଲିବା ପରେ ବାଟରେ ତାଙ୍କର ପ୍ରସବ ହୋଇଥିଲା । ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ।

ପରେ ଶିଶୁକୁ ଧରି ପୁଣି 4 କିଲୋମିଟର ଚାଲି ଚାଲି ନିକଟସ୍ଥ ଦେଗାଁ ଛକରେ ପହଞ୍ଚିଥିଲେ । ତଥାପି ଆମ୍ବୁଲାନ୍ସ ଆସିନଥିବାରୁ ଆଶା ଦିଦିଙ୍କ ସହାୟତାରେ ଏକ ଗାଡି ଭଡା କରି ଉଭୟ ମା’ ଓ ପିଲାଙ୍କୁ ବିଷମକଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏବେ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଜନନୀ ଯନ୍ତ୍ରଣା କମିବାର ନା ନେଉନି ରାୟଗଡା ଜିଲ୍ଲାରେ । ପୁଣି ଏକ ମହିଳା ପ୍ରସବ ବେଦନରେ ଛଟପଟ ହେଉଥିବା ବେଳ ଆମ୍ବୁଲେନ୍ସ ଟିଏ ମିଳିପାରିଲାନହୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିସମକଟକ ବ୍ଲକରେ । ଆମ୍ବୁଲାନ୍ସ ନପାଇ 6 କିମି ଚାଲିଚାଲି ଆସିଲେ ଗର୍ଭବତୀ ଓ ବାଟରେ ହେଲା ପ୍ରସବ ଏବେ ସାରା ଜିଲ୍ଲାରେ ଚର୍ଚାର ବିଷୟ ପାଲଟିଛି । ତେବେ ଅଧାବାଟରୁ ଗଡ଼ିଭଡା କରି ନବଜାତ ଶିଶୁ ସହ ସଦ୍ୟ ପ୍ରସବାକୁ ଗ୍ରାମବାସୀଙ୍କ ଶାହାୟତାରେ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି ସମ୍ପୃକ୍ତ ଆଶା ଦିଦି । ଏଭଳି ଘଟଣା ଦେଖିବାକୁ ମିଳିଛି ବିଷମକଟକ କଡ଼ିଗୁମା ଗ୍ରାମରେ । ଗ୍ରାମର ଜଣେ ଡଙ୍ଗରିଆ ଆଦିବାସୀ ମହିଳା ତଲେଡି ତୁଇକା ଗର୍ଭଯନ୍ତ୍ରଣା ପରେ ଗାଁକୁ ରାସ୍ତା ନଥିବା କାରଣରୁ ତାକୁ ଚାଲିଚାଲି ଦେଗାଁ କୁ ଆସିବକୁ ପଡିଥିଲା । ତେବେ 2କିମି ପରେ ବାଟରେ ପ୍ରସବ ହୋଇ ଏକ ଶିଶୁକନ୍ୟାକୁ ଜନ୍ମଦେଇଥିଲା । ତେଣୁ ସଦ୍ୟ ପ୍ରସବା ଓ ନବଜାତ ଶିଶୁକୁ ଧରି ପୁଣି 4କିମି ଦେଗାଁ କୁ ଚାଲି ଚାଲି ଆସିଥିଲେ ଦେଗାଁ ଛକକୁ । ତଥାପି ଆମ୍ବୁଲାନ୍ସ ଆସିନଥିବାରୁ ସେମାନେ ଏକ ଗଡ଼ିଭଡା କରି ଉଭୟ ମା ପିଲାଙ୍କୁ ବିଷମକଟକ ଡାକ୍ତରଖାନାକୁ ଆଣିଥିବା ବେଳେ ଉଭୟ ସୁସ୍ଥଥିବା ଜଣାପଡିଛି ।
ବାଇଟ - ଗ୍ରାମବାସୀBody:AConclusion:B
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.