ETV Bharat / state

ପ୍ରଧାନମନ୍ତ୍ରୀଙ୍କ 71ତମ ମନ୍ କି ବାତ କାର୍ଯ୍ୟକ୍ରମ ଶୁଣିଲେ ଗ୍ରାମାଞ୍ଚଳର ଆଦିବାସୀ - ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ

ପ୍ରଧାନମନ୍ତ୍ରୀଙ୍କ 71ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଲେ ଗ୍ରାମାଞ୍ଚଳର ଆଦିବାସୀ । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ କୋରୋନା ସଙ୍କଟ ଏବଂ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ କରାଯାଇଛି । ଯାହା ମୋଦି ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ କହିଛନ୍ତି । ଅଧିକ ପଢନ୍ତୁ...

Tribal people listened to Prime Ministers 71st Man ki baat program
ପ୍ରଧାନମନ୍ତ୍ରୀଙ୍କ 71ତମ ମନ୍ କି ବାତ କାର୍ଯ୍ୟକ୍ରମ ଶୁଣିଲେ ଗ୍ରାମାଞ୍ଚଳର ଆଦିବାସୀ
author img

By

Published : Nov 29, 2020, 10:07 PM IST

ରାୟଗଡ଼ା: ପ୍ରଧାନମନ୍ତ୍ରୀଙ୍କ 71ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଲେ ଗ୍ରାମାଞ୍ଚଳର ଆଦିବାସୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡ଼ିଓ କାର୍ଯ୍ୟକ୍ରମରେ ତାଙ୍କ 71ତମ ମନ୍ କି ବାତରେ ଦେଶବାସୀଙ୍କ ସହ ଭାବ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହା ଦ୍ବିତୀୟ ପାଳିର 18 ତମ ମନ କି ବାତ, ଯାହାକୁ ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର ଲୋକେ ମଧ୍ୟ ବିଭିନ୍ନ ମାଧ୍ୟମରେ ଶୁଣିଥିବା ଦେଖିବାକୁ ମିଳିଛି।

ପ୍ରଧାନମନ୍ତ୍ରୀଙ୍କ 71ତମ ମନ୍ କି ବାତ କାର୍ଯ୍ୟକ୍ରମ ଶୁଣିଲେ ଗ୍ରାମାଞ୍ଚଳର ଆଦିବାସୀ

ସେହିଭଳି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକର ମଳି ଶିରିପୁର ଗ୍ରାମର ଆଦିବାସୀ ଲୋକେ ୟୁଟ୍ୟୁବ ଓ ସାଉଣ୍ଡ ବାକ୍ସ ମାଧ୍ୟମରେ ଶୁଣିଛନ୍ତି। ପ୍ରତେକ ଥର ଭଳି ଚଳିତ ଥର ମଧ୍ୟ ସେମାନେ କୋଭିଡ ନିୟମ ମାନି ଏହା ଶୁଣିଥିବା ବେଳେ ଆଗାମୀ ଦିନରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ ଶୁଣିବାକୁ ଇଛା ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ କୋରୋନା ସଙ୍କଟ ଏବଂ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ କରାଯାଇଛି । ଯାହା ମୋଦି ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ କହିଛନ୍ତି ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.