ETV Bharat / state

ଅନ୍ୟ ରାଜ୍ୟରୁ ରାୟଗଡା ଶ୍ରମିକଙ୍କୁ ଉଦ୍ଧାର ନେଇ ଜିଲ୍ଲାପାଳଙ୍କ ପ୍ରତିଶୃତି

author img

By

Published : Apr 2, 2020, 10:19 AM IST

ଲକଡାଉନ ଯୋଗୁଁ ଅନ୍ୟ ରାଜ୍ୟରେ ଅସୁବିଧାରେ ଥିବା ରାୟଗଡ଼ା ଜିଲ୍ଲାର ଶ୍ରମିକଙ୍କ ଖବର ମିଳିଲେ ସହାୟତା କରାଯିବା ନେଇ ପ୍ରତିଶୃତି ଦେଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...

collacter help labour in raygada
ଅନ୍ୟ ରାଜ୍ୟରୁ ରାୟଗଡା ଶ୍ରମିକଙ୍କୁ ଉଦ୍ଧାର ନେଇ ଜିଲ୍ଲାପାଳଙ୍କ ପ୍ରତିଶୃତି

ରାୟଗଡା: ଜିଲ୍ଲାର ଅନେକ ଶ୍ରମିକ ଏବେ ଆନ୍ଧ୍ର, କେରଳ, ତାମିଲନାଡ଼ୁ ଭଳି ରାଜ୍ୟରେ ଲକଡ଼ାଉନ ଯୋଗୁଁ ଅଟକି ରହିଛନ୍ତି । ଏନେଇ ଅନେକ ସମୟରେ ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଘୁରିବୁଲୁଥିବା ବେଳେ ଆଜି(ଗୁରୁବାର) ଇଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାରରେ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା କହିଛନ୍ତି ଯେ, ଏନେଇ ସଠିକ ତଥ୍ୟ ଜିଲ୍ଲା ପ୍ରଶାସନ ପାଖରେ ପହଁଞ୍ଚିଲେ ସେଠିକା ଜିଲ୍ଲା ପ୍ରଶାସନ ସହାୟତାରେ ସହଯୋଗ କରାଯିବ ।

ତେବେ ବର୍ତ୍ତମାନ ସୁଧା ରାୟଗଡ଼ା ଜିଲ୍ଲାରେ ମୋଟ ୨୪୮୭ ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୨୦୦ ଜଣଙ୍କ କ୍ୱାରେଣ୍ଟାଇନ ଅବଧି ସାରି ଘରକୁ ଫେରିଛନ୍ତି । ସେହିଭଳି ଲକଡ଼ାଉନ ଯୋଗୁଁ ୧୧ଟି ରାଜ୍ୟର ୭୦୦ ଶ୍ରମିକଙ୍କୁ ବିଭିନ୍ନ କ୍ୱାରେଣ୍ଟାଇନ ହୋମରେ ରଖାଯାଇ ସମସ୍ତ ପ୍ରକାର ଯତ୍ନ ନିଆଯାଉଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.