ETV Bharat / state

ମନ୍ଦିର ପଛ ପଟୁ ଶିକ୍ଷକଙ୍କ ମୃତଦେହ ଠାବ, ଆତ୍ମହତ୍ୟା ସନ୍ଦେହ

ସ୍ଥାନୀୟ ଅମ୍ବାଦଳା ଥାନା ଅନ୍ତର୍ଗତ ଅମ୍ଳାଭଟା ଶିବ ମନ୍ଦିର ପଛ ପଟୁ ଠାବ ହୋଇଛି ଜଣେ ଶିକ୍ଷକଙ୍କ ମୃତଦେହ । ଶିକ୍ଷକ ଜଣକ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରିଛି ।

author img

By

Published : Aug 17, 2019, 7:32 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: ସ୍ଥାନୀୟ ଅମ୍ବାଦଳା ଥାନା ଅନ୍ତର୍ଗତ ଅମ୍ଳାଭଟା ଶିବ ମନ୍ଦିର ପଛ ପଟୁ ଠାବ ହୋଇଛି ଜଣେ ଶିକ୍ଷକଙ୍କ ମୃତଦେହ । ମୃତକ ଶିକ୍ଷକଙ୍କ ନାମ ସୁଜିତ ପ୍ରଧାନ । ସେ ଦୋରାଗୁଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ସୂଚନା ଅନୁଯାୟୀ ଶନିବାର ମନ୍ଦିର ପଛ ପଟେ ତାଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକେ ପ୍ରଥମେ ପରିବାର ଲୋକଙ୍କୁ ଖବର କରିଥିଲେ । ପରେ ପରିବାର ଲୋକେ ପୋଲିସକୁ ସୂଚନା ଦେଇଥିଲେ । ତେବେ ମୃତଦେହ ନିକଟରେ କୀଟନାଶକ ବୋତଲ ପଡିଥିବାରୁ ସୁଜିତ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି ।

ହେଲେ ମୃତ୍ୟୁର ପ୍ରକୃତ କାରଣ ତଦନ୍ତ ପରେ ଜଣାପଡିବ ବୋଲି ସ୍ପଷ୍ଟ କରିଛି ପୋଲିସ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ଅମ୍ଲାଭଟା ଶିବମନ୍ଦିର ପଛରୁ ଜଣେ ଶିକ୍ଷକ ଙ୍କ ମୃତଦେହ ଠାବ ହୋଇଛି । ଶିକ୍ଷକ ଜଣକ ସୁଜିତ ପ୍ରଧାନ, ସେ ଦୋରାଗୁଡା ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକତା କରୁଥିଲେ । ଆଜି ତାଙ୍କ ମୃତ ଦେହ କୁ ସ୍ଥାନୀୟ ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ମୃତଦେହ ନିକଟରେ କିଛି କିଟନାଶକ ବୋଟଲ ପଡ଼ିଥିବା ଦେଖିବାକୁ ମିଳିଛି । ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ପହଞ୍ଚି ତଦନ୍ତ ଯାରି ରଖିଛି ।Body:କConclusion:ଖ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.