ETV Bharat / state

ଅସହାୟଙ୍କ ଗହଣରେ ନୂଆବର୍ଷ ପାଳିଲେ ଜିଲ୍ଲାପାଳ ଓ ଏସପି - ayagada sp and collector celebrate new year

ଅସହାୟଙ୍କ ସହ ନୂଆବର୍ଷ ପାଳିଛନ୍ତି ରାୟଗଡା ଜିଲ୍ଲପାଳ ଓ ଏସପି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

new year
ଅସହାୟ ପିଲାଙ୍କ ଗହଣରେ ନୂଆବର୍ଷ ପାଳିଲେ ଜିଲ୍ଲାପାଳ ଓ ଏସପି
author img

By

Published : Jan 1, 2020, 8:29 PM IST

ରାୟଗଡା: ନୂଆବର୍ଷ ପାଇଁ ସାରା ଜିଲ୍ଲା ଚଳଚଞ୍ଚଳ । ପ୍ରମୁଖ କାର୍ଯ୍ୟାଳୟ ମାନଙ୍କରେ ନୂତନ ବର୍ଷର ଶୁଭେଚ୍ଛା ଦେବାକୁ ଭିଡ ଜମିଥିବା ବେଳେ ଏପଟେ କିନ୍ତୁ ଜିଲ୍ଲା ମୁଖିଆ ପରିବାରଙ୍କ ସହିତ ଅସହାୟ ପିଲାଙ୍କ ଗହଣରେ ପାଳିଛନ୍ତି ନବବର୍ଷ ।

ଅସହାୟ ପିଲାଙ୍କ ଗହଣରେ ନୂଆବର୍ଷ ପାଳିଲେ ଜିଲ୍ଲାପାଳ ଓ ଏସପି

ବୁଧବାର ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଏବଂ ଆରକ୍ଷୀ ଅଧିକ୍ଷକ ଶର୍ବଣ ବିବେକ ଏମ ନିଜ ପରିବାର ସହିତ ରାୟଗଡା ସହର ଉପଖଣ୍ଡରେ ଥିବା ସେବା ସମାଜକୁ ଯାଇଥିଲେ । ସେଠାରେ ରହୁଥିବା ଅସହାୟ ପିଲାଙ୍କୁ ମିଠା ଖୁଆଇ ନୂତନ ବର୍ଷକୁ ସ୍ବାଗତ କରିଥିଲେ । ପିଲାଙ୍କ ସହ ଆଲୋଚନା ବେଳେ ସେମାନେ ଭୋଗୁଥିବା ବିଭିନ୍ନ ସମସ୍ୟା ଜିଲ୍ଲାପାଳ ଓ ଏସପିଙ୍କୁ ଅବଗତ କରାଇଥିଲେ ।

ତେବେ ପୂର୍ବରୁ ଅସହାୟ ପିଲାଙ୍କ ଆବଶ୍ୟକୀୟ ଉପକରଣ କିଣିବା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଜିଲ୍ଲାକୁ 10 ଲକ୍ଷ ଟଙ୍କା ଯୋଗାଇ ଦେଇଥିଲେ । ସେହି ଟଙ୍କାରେ ଗୁଣପୁର,ଜବରଗୁଡା,ଲିମାମଡ଼ା ଏବଂ ରାୟଗଡ଼ା ସହରରେ ରହୁଥିବା ଅସହାୟ ପିଲା ରହୁଥିବା ଆଶ୍ରମକୁ ଗୋଟିଏ ଲେଖାଏଁ ଫ୍ରିଜ, ୱାସିଙ୍ଗମେସିନ ,ଇନଭଟର, ଗୋଟିଏ କମ୍ପ୍ୟୁଟର ସହ ପ୍ରିଣ୍ଟର, ୩ ଟି ଅଗ୍ନି ନିର୍ବାପକ ଯନ୍ତ୍ର, ୧୦୦୦ ଲିଟର କ୍ଷମତା ସମ୍ପର୍ଣ୍ଣ ଗୋଟିଏ ପାଣି ଟାଙ୍କି, ଗୋଟିଏ ଗ୍ରାଇଣ୍ଡର ଏବଂ ୪ ଟି ଅନୁଷ୍ଠାନରେ ଆବଶ୍ୟକ ଥିବା ୫୬ ଟି ଖଟ ସହ ଗଦି ଯୋଗାଇ ଦେଇଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଅନାଥ ପିଲାଙ୍କ ଗହଣରେ ଜିଲ୍ଲାପାଳ ଏବଂ ଏସପି ପରିବାର ସହିତ ପାଳିଲେ ନୁଆବର୍ଷBody:ଆଜି ନୁଅ ବଷ ପାଇଁ ସାରା ଜିଲ୍ଲା ଚଳ ଚଚଂଳ । ଅଫିସ ମାନଙ୍କରେ ନୁତନ ବର୍ଷର ଶୁଭେଛା ଦେବାକୁ ଭିଡ଼ ଜମିଥିବା ବେଳେ ଏପଟେ କିନ୍ତୁ ଜିଲ୍ଲା ମୁଖିଆ ପରିବାରଙ୍କ ସହିତ ନିଆରା ଢ଼ଙ୍ଗରେ ଅନାଥ ପିଲାଙ୍କ ଗହଣରେ ପାଳିଛନ୍ତି ନବବର୍ଷ । ଆଜି ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଏବଂ ଆରକ୍ଷି ଅଧିକ୍ଷକ ଶର୍ବଣ ବିବେକ ଏମ ନିଜ ପରିବାର ସହିତ ରାୟଗଡ଼ା ସହର ଉପଖଣ୍ଡରେ ଥିବା ସେବା ସମାଜକୁ ଯାଇ ସେଠାରେ ଥିବା ଅନାଥ ଅନ୍ତବାସୀଙ୍କ ସହ ମିଠା ଖୁଆଇ ନୁତନ ବର୍ଷକୁ ସ୍ୱାଗତ କରିଥିଲେ । ଏହି ସମୟରେ ପିଲାଙ୍କ ସହ ଆଲୋଚନା ବେଳେ ସେମାନେ ଭୋଗୁଥିବା ବିଭିନ୍ନ ସମସ୍ୟା ନେଇ ପିଲାଏ ଜିଲ୍ଲାପାଳ ଏବଂ ଏସପିଙ୍କୁ କହିଥିଲେ । ମୁଖ୍ୟମନ୍ତ୍ରୀ ଅନାଥ ପିଲାଙ୍କ ଆବଶ୍ୟକିୟ ଉପକରଣ କିଣିବା ପାଇଁ ତାଙ୍କ ରିଲିଫ ପାଣ୍ଠିରୁ ରାୟଗଡ଼ା ଜିଲ୍ଲାକୁ ୧୦ ଲକ୍ଷ ଟଙ୍କା ଯୋଗାଇ ଦେଇଥିବା ବେଳେ ସେହି ଟଙ୍କାରେ ଜିଲ୍ଲାରେ ଥିବା ଗୁଣପୁର ,ଜବରଗୁଡ଼ା ,ଲିମାମଡ଼ା ଏବଂ ରାୟଗଡ଼ା ସହରରେ ଥିବା ଅନାଥ ପିଲାଙ୍କ ସେବା ଯତ୍ନ ଅନୁଷ୍ଠାନକୁଆଜି ଗୋଟିଏ ଲେଖାଏଁ ଫ୍ରିଜ , ୱାସିଙ୍ଗମେସିନ ,ଇନଭଟର , ଗୋଟିଏ କମ୍ପ୍ୟୁଟର ସହ ପ୍ରିଟଂର , ୩ ଟି ଅଗ୍ନି ନିର୍ବାପକ ଯନ୍ତ୍ର , ୧୦୦୦ ଲିଟର କ୍ଷମତା ସମ୍ପର୍ଣ୍ଣ ଗୋଟିଏ ପାଣି ଟାଙ୍କି , ଗୋଟିଏ ଗ୍ରାଇଣ୍ଡର ଏବଂ ୪ ଟି ଅନୁଷ୍ଠାନରେ ଆବଶ୍ୟକ ଥିବା ୫୬ ଟି ଖଟ ସହ ଗଦି ଯୋଗାଇ ଦେଇ ଥିଲେ ।
Conclusion:ଅନାଥ ପିଲାଙ୍କ ଗହଣରେ ଜିଲ୍ଲାପାଳ ଏବଂ ଏସପି ପରିବାର ସହିତ ପାଳିଲେ ନୁଆବର୍ଷ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.