ETV Bharat / state

ରାୟଗଡା ଜିଲ୍ଲାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

author img

By

Published : May 1, 2022, 10:08 PM IST

ରାୟଗଡା ଜିଲ୍ଲାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ । ୫୬୫ ଜଣ ଶ୍ରମିକଙ୍କୁ ପ୍ରାୟ ୨୪ ଲକ୍ଷ ୭୭ ହଜାର ୬୦୦ ଟଙ୍କାର ଆର୍ଥିକ ଅନୁଦାନ । ଅଧିକ ପଢନ୍ତୁ

ରାୟଗଡା ଜିଲ୍ଲାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ
ରାୟଗଡା ଜିଲ୍ଲାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

ରାୟଗଡା: ରାୟଗଡା ଜିଲ୍ଲା ପ୍ରଶାସନ ଏବଂ ଶ୍ରମ ବିଭାଗ ତରଫରୁ ସ୍ଥାନୀୟ ନଗର ଭବନ ଠାରେ ଜିଲ୍ଲାପାଳ ସରୋଜ ମିଶ୍ରଙ୍କ ସଭାପତିତ୍ୱରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ, ପୌର ଅଧକ୍ଷ୍ୟ ମହେଶ ପଟ୍ଟନାୟକ ଏବଂ ଜିଲ୍ଲାଶ୍ରମ ଅଧିକାରୀ ଜସ୍ମିନ ସାହୁ ଆନ୍ତର୍ଜାତିକ ଶ୍ରମିକ ଦିବସ ଉପରେ ଆଲୋକପାତ କରିବା ସହ ପ୍ରାୟ ୫୬୫ ଜଣ ଶ୍ରମିକଙ୍କୁ ଶିକ୍ଷା ସହାୟତା ବାବଦରେ ପ୍ରାୟ ୨୪ ଲକ୍ଷ ୭୭ ହଜାର ୬୦୦ ଟଙ୍କା ଏବଂ ମୁତ୍ୟୁକାଳୀନ ରାଶି ବାବଦକୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ।

ବର୍ତ୍ତମାନ ରାଜ୍ୟ ସରକାର ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୧୧ ଟଙ୍କା ବଢ଼ାଇବା ଦ୍ୱାରା ଜଣେ ଅଣକୁଶଳୀ ଶ୍ରମିକ ୩୨୬ ଟଙ୍କା, ଅର୍ଦ୍ଧ କୁଶଳୀ ୩୬୬ ଟଙ୍କା, କୁଶଳୀ ଶ୍ରମିକ ୪୧୬ ଟଙ୍କା ଏବଂ ଅଧିକ କୁଶଳୀ ଶ୍ରମିକ ୪୭୬ ଟଙ୍କା ପାଇବେ ବୋଲି ଜିଲ୍ଲାପାଳ ସରୋଜ ମିଶ୍ର ଜଣାଇଥିଲେ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.