ETV Bharat / state

ନାଗରିକତା ସଂଶୋଧନ ଅଧିନିୟମ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ - ବିଜେପିର ସାମ୍ବାଦିକ ସମ୍ମିଳନୀ

ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) ଲାଗୁ କରିବା ପରେ ଏହି ଅଧିନିୟମକୁ ଲୋକଙ୍କ ପାଖକୁ ଯିବ ବିଜେପି । ରାୟଗଡା ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ତେଜସ୍ବୀ ହୋଟେଲ ଠାରେ ଏନେଇ ଏକ କର୍ମଶାଳା ସହିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

rayagada-bjp-press-meet
rayagada-bjp-press-meet
author img

By

Published : Jan 4, 2020, 2:40 AM IST

ରାୟଗଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ଓ ବିଜେପି ସରକାର ଦେଶରେ ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) ଲାଗୁ କରିବା ପରେ ଏହି ଅଧିନିୟମକୁ ଲୋକଙ୍କ ପାଖରେ ପହଞ୍ଚିବା ଲକ୍ଷରେ ସାରାଦେଶରେ ଦଳ ତରଫରୁ କର୍ମଶାଳା ଓ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଛି । ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ତେଜସ୍ବୀ ହୋଟେଲ ଠାରେ ଏକ କର୍ମଶାଳା ସହିତ ସାମ୍ବାଦିକ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।

ନାଗରିକତା ସଂଶୋଧନ ଅଧିନିୟମ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

ଦେଶରେ ନୂତନ ଭାବେ ଲାଗୁ ହୋଇଥିବା ନାଗରିକତା ଆଇନକୁ ବିରୋଧୀ ଦଳର ନେତା ମାନେ ବିଭ୍ରାନ୍ତ କରି ଦୋଶବାସୀଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛନ୍ତି । ଦେଶରେ ଆଜି ମଧ୍ୟ ମୁସଲମାନ ଭାଇ ମାନେ ସୁରକ୍ଷିତ ଅଛନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି । ବରିଷ୍ଠ ବିଜେପି ନେତା ତଥା ନବରଙ୍ଗପୁରର ପୂର୍ବତନ ସାଂସଦ ବଳଭଦ୍ର ମାଝି ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ଦେଶରେ ଉତ୍ପୀଡନର ଶିକାର ହୋଇ ଭାରତରେ ଶରଣ ନେଇଥିବା 6ଟି ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ନାଗରିକତା ପାଇଁ ଆବେଦନ କରିପାରିବେ ବୋଲି କହିଛନ୍ତି ।

ନୂଆ କରି ଦେଶରେ ନାଗରିକତା ଆଇନ୍ ଲାଗୁହେବା ପରେ ବିଶେଷ କରି କଂଗ୍ରେସ ଓ ବାମପନ୍ଥୀ ଦଳ ଏହାକୁ ବିରୋଧ କରୁଛନ୍ତି । ତେବେ ଏହି ଆଇନରେ ଦେଶରେ ରହୁଥିବା ମୁସଲମାନ ସଂପ୍ରଦାୟଙ୍କ କୌଣସି କ୍ଷତି ହେବାର ନାହିଁ ବୋଲି ବରିଷ୍ଠ ନେତା ମାଝୀ ସଫେଇ ଦେଇଛନ୍ତି ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ନାଗରିକତା ସଂଶୋଧନ ଅଧିନିୟମ ନେଇ BJPର ସାମ୍ବାଦିକ ସମ୍ମିଳନୀBody:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ BJP ସରକାର ଦେଶରେ ନଗରିକତା ସଂଶୋଧନ ଅଧିନିୟମ (CAA),ଲାଗୁ କରିବା ପରେ ଏହି ଅଧିନିୟମ କୁ ଲୋକଙ୍କ ପାଖରେ ପହଞ୍ଚିବା ଲକ୍ଷରେ ସାରାଦେଶରେ ଦଳ ତରଫରୁ କର୍ମଶାଳା ଓ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ତେଜସ୍ୱି ହୋଟେଲ ଠାରେ ଏକ କର୍ମଶାଳା ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦେଶରେ ନୂତନ ଭାବେ ଲାଗୁ ହୋଇଥିବା ନାଗରିକତା ଆଇନକୁ ବିରୋଧୀ ଦଳର ନେତା ମାନେ ବିଭ୍ରାନ୍ତ କରି ଦୋଶବାସୀଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛନ୍ତି । ଦେଶରେ ଆଜି ମଧ୍ୟ ମସଲମାନ ଭାଇ ମାନେ ସୁରକ୍ଷିତ ଅଛନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି । ବରିଷ୍ଠ ବିଜେପି ନେତା ତଥା ନବରଙ୍ଗପୁରର ପୂର୍ବତନ ସାଂସଦ ବଳଭଦ୍ର ମଝି ଏକ ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ଦେଶରେ ଉତ୍ପୀଡନର ଶିକାର ହୋଇ ଭାରତରେ ଶରଣ ନେଇଥିବା 6ଟି ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ନାଗରିକତା ପାଇଁ ଆବେଦନ କରିପାରିବେ ବୋଲି କହିଛନ୍ତି । ନୂଆ କରି ଦେଶରେ ନାଗରିକତା ଆଇନ୍ ଲାଗୁହେବା ପରେ ବିଶେଷ କରି କଂଗ୍ରେସ ଓ ବାମପନ୍ଥୀ ଦଳ ଏହାକୁ ବିରୋଧ କରୁଛନ୍ତି । ତେବେ ଏହି ଆଇନରେ ଦେଶରେ ରହୁଥିବା ମୁସଲମାନ ସଂପ୍ରଦାୟଙ୍କ କୌଣସି କ୍ଷତି ହେବାର ନାହିଁ ବୋଲି ବରିଷ୍ଠ ଶ୍ରୀମାଝୀ ସଫେଇ ଦେଇଛନ୍ତି । Conclusion:ନାଗରିକତା ସଂଶୋଧନ ଅଧିନିୟମ ନେଇ BJPର ସାମ୍ବାଦିକ ସମ୍ମିଳନୀ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.