ETV Bharat / state

ସାବଧାନ! ଫାଇନ ଗଣିବେ ନିଶାଶକ୍ତ ଡ୍ରାଇଭର - police curb drunk driver

ସକ୍ରିୟ ହୋଇଛି ରାୟଗଡା ପୋଲିସ । ଛାନିଆଁ ଅସାମାଜିକ ଯୁବକ । ନିଶା ଖାଇ ଗାଡି ଚଲାଇଲେ ଗଣିବେ ତଣ୍ଡ ।

ଚେକିଂ ସମୟର ଫଟୋ
author img

By

Published : Aug 1, 2019, 11:55 PM IST

ରାୟଗଡା: ଅସାମାଜିକ ଯୁବକଙ୍କ ଉପରେ ଲଗାମ ଲଗାଇବାକୁ ପୋଲିସ ଆପଣେଇଛି ବିଭିନ୍ନ ପ୍ରକାର ଉପାୟ । କେତବେଳେ ସାଧା ପୋଷାକରେ ତ କେତବେଳେ ବର୍ଦ୍ଦିରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରୋଡ ରୋମିଓଙ୍କ ଉଚ୍ଚ ଶବ୍ଦ ଜନିତ ସାଇଲେନ୍ସର, ମୋବାଇନ ଧରି ଡ୍ରାଇଭିଂ ଓ ଦୃତ ଗତିରେ ଗାଡି ଚାଳନାକୁ ଜବତ କରିବାରେ ଲାଗି ପଡିଛି ପୋଲିସ । ସହରରେ ଦୀର୍ଘଦିନରୁ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଥିବାବେଳେ ଏବେ ପୋଲିସଙ୍କ ଚଢାଉ ସେମାନଙ୍କ ନିଦ ହଜାଇଦେଇଛି । ଅନେକ ସମୟରେ ନିଶା ଦ୍ରବ୍ୟ ସେବନ କରି ବେପରୁଆ ଗାଡି ଚଲାଇବା ଦ୍ବାରା ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଉଛି ।

ଯାହାକୁ ନଜରରେ ରଖି ଏବେ ପୁଲିସ ଟାର୍ଗେଟରେ ଅଛନ୍ତି ନିଶାଶକ୍ତ ଡ୍ରାଇଭର । ରାତିରେ ଡ୍ରାଇଭର ମାନେ ନିଶା ଶକ୍ତ ଅବସ୍ଥାରେ ଗାଡି ଚଲାଇ ଦୁର୍ଘଟଣାର ସମ୍ମୁଖୀନ ହେଉଥିବାରୁ ରାତିରେ ବିଭିନ୍ନ ଛକରେ ପୁଲିସ ଲଗାଇଛି ନାକା। ପ୍ରତିହତ ପାଇଁ ନିଶାଦ୍ରବ୍ୟ ଖାଇ ବେପରୁଆ ଗାଡି ଚଳାଇବା ଡ୍ରାଇଭରଙ୍କ ଲାଇସେନ୍ସ ଜବତ କରିବା ସହ ଜିଲ୍ଲାର ବିଭିନ୍ନ ଜାଗାରେ ଏଭଳି ଚେକିଂ କରାଯିବ ବୋଲି କହିଛନ୍ତି ରାୟଗଡା ଏସଡିପିଓ ତପନ ନାରାୟଣ ରଥ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଅସାମାଜିକ ଯୁବକଙ୍କୁ ଧରଦବୁଚ କରିବା ପାଇ ପୁଲିସ ବିଭିନ୍ନ ପ୍ରକାର ତାରିକା ଆପଣାଇଛି । କେତେବେଳେ ସାଧା ପୋଷାକରେ ପୁଲିସ ପିଛା କରୁଛି ରୋଡ ରୋମୀଓଙ୍କୁ ତ ପୁଣି ଉଚ୍ଚ ଶବ୍ଦ ଜନିତ ସାଇଲେନସର ଲଗାଇ କ୍ଷିପ୍ର ଗାଡ଼ି ଚାଳନା ଗାଡି ଜବତ କରୁଛି ପୁଲିସ । ସହରରେ ଦିର୍ଘ ଦିନରୁ ଅସାମାଜିକ ଯୁବକଙ୍କ ଦୈରାତ୍ମ ବଢ଼ିବାରେ ଲାଗିଛି ଥିବାବେଳେ ପୁଲିସର ଚଢାଉ ନିଦ ହାଯାଇଛି ଅସାମାଜିକ ଯୁବକଙ୍କ । ଅନେକ ସମୟରେ ନିଶାଦ୍ରବ୍ୟ ଖାଇ ବେପରୁଆ ଗାଡି ଚଳାଇବା ଦ୍ଵାରା ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଉଛି । ଏନେଇ ଏବେ ପୁଲିସ ଟାର୍ଗେଟରେ ନିଶାଶକ୍ତ ଡ୍ରାଇଭର । ବିଶେଷ କରି ରାତିରେ ଡ୍ରାଇଭର ମାନେ ନିଶା ଶକ୍ତ ଅବସ୍ଥାରେ ଗାଡି ଚଲାଇ ଦୁର୍ଘଟଣାର ସମୁଖୀନ ହେଉଥିବାରୁ ରାତିରେ ବିଭିନ୍ନ ଛକରେ ପୁଲିସ ଲଗାଇଛି ନାକା। ପ୍ରତିହତ ପାଇଁ ନିଶାଦ୍ରବ୍ୟ ଖାଇ ବେପରୁଆ ଗାଡି ଚଳାଇବା ଡ୍ରାଇଭରଙ୍କ ଲାଇସେନ୍ସ ଜବତ କରିବା ସହ ଜିଲ୍ଲାର ବିଭିନ୍ନ ଜାଗାରେ ଏଭଳି ଚେକିଙ୍ଗ କରାଯିବ ବୋଲି କହିଛନ୍ତି ରାୟଗଡା ଏସଡିପିଓ ତପନ ନାରାୟଣ ରଥ।
BYTE – ତପନ ନାରାୟଣ ରଥ (ଏସଡିପିଓ, ରାୟଗଡ଼ା )
Body:AConclusion:B
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.