ETV Bharat / state

ଭତ୍ତା ଆତ୍ମସାତ ଅଭିଯୋଗରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରଫ - ଭିଜିଲାନ୍ସ ଜାଲରେ ପାରସାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ

୨୭ ଲକ୍ଷରୁ ଅଧିକ ଭତ୍ତା ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ହାତରେ ଗିରଫ ହେଲେ କଲ୍ୟାଣସିଂହପୁର ବ୍ଲକ ପାରସାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ । ଅଧିକ ପଢନ୍ତୁ

ଭତ୍ତା ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ

author img

By

Published : Jul 21, 2022, 9:36 AM IST

ରାୟଗଡା: ଭିଜିଲାନ୍ସ ଜାଲରେ ପାରସାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ । ଭତ୍ତା ଆତ୍ମସାତ କରିଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହେଲେ କଲ୍ୟାଣସିଂହପୁର ବ୍ଲକ ପାରସାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ । ଗତକାଲି(ବୁଧବାର) ଭିଜିଲାନ୍ସ ଡିଏସ୍‌ପି ସୁରେନ୍ଦ୍ର ନାଥ ରାଜଗୁରୁଙ୍କ ନେତୃତ୍ବରେ ଏକ ଟିମ୍‌ ଚଢ଼ାଉ କରି ପ୍ରଦୀପ କୁମାର ମାଣ୍ଡାଙ୍ଗିଙ୍କୁ ଗିରଫ କରିଛି । ପ୍ରଦୀପଙ୍କ ନାମରେ ୨୭ ଲକ୍ଷରୁ ଅଧିକ ଭତ୍ତା ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି ।

ଭତ୍ତା ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ସୂଚନାଅନୁସାରେ,କଲ୍ୟାଣସିଂହପୁର ଓ ପାରସାଲି ପଞ୍ଚାୟତର ଗରିବ ମାନଙ୍କ ବାର୍ଦ୍ଧକ୍ୟ ଭତ୍ତା ଓ ମଧୁବାବୁ ପେନସନ ଟଙ୍କା ହଡପ କରିଥିବା ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଆଜି(ଗୁରବାର) ପ୍ରଦୀପଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ରହିଛି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.