ETV Bharat / state

ବର୍ଷା ଦେବୀ ବୁରୁଦଲାପାଲାମାଙ୍କ ମୌସୁମୀ ଯାତ୍ରା

author img

By

Published : Jun 23, 2019, 7:04 PM IST

ବିଶ୍ବାସ ଓ ପରମ୍ପରାର ଅନନ୍ୟ ଯାତ୍ରା ମୌସୁମୀ ଯାତ୍ରା । ମା' ଙ୍କୁ ପୂଜା କଲେ ଆସିଥାଏ ମୌସୁମୀ ଆଉ ହୋଇଥାଏ ବର୍ଷା ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ରାୟଗଡା

ରାୟଗଡା: ନିଆରା ନିତି, ନିଆରା ପରମ୍ପରା । ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ପାଳନ ହୋଇଯାଇଛି ମୈସୁମୀ ଦେବୀ ବୁରୁଦଲାପାଲାମାଙ୍କ ଘଟଯାତ୍ରା । ରାଜ ରାଜୁଡ଼ା ସମୟରୁ ଚାଲିଆସୁଥିବା ଏହି ଯାତ୍ରା ଆଜି ମଧ୍ୟ କିମ୍ବଦନ୍ତୀକୁ ବଜାଇ ରଖିଛି ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ରାୟଗଡା

କିମ୍ବଦନ୍ତୀ କହେ ଏ ହେଉଛନ୍ତି କାଦୁଅର ଦେବୀ, ଯାହାର ପୂଜା ପରେ ପରେ ରାୟଗଡ଼ାକୁ ମୌସୁମୀ ଛୁଇଁଥାଏ । ନଅଦିନ ଧରି ଚାଲିଥିବା ଏହି ଯାତ୍ରାର ଆଜି ଯବନିକା ପଡ଼ିଛି । ମାଙ୍କ ପାଦକୁ ଅସ୍ଥାୟୀ ଝାଟିମାଟିର କୁଡ଼ିଆରେ ରଖାଯାଇଛି । ଦେବୀ ଚାଲିଚାଲି ଆସିଥିବାରୁ ପରିଶ୍ରମ ଲାଘବ ପାଇଁ ଦିନଟିଏ ବିଶ୍ରାମ ପରେ ମାଙ୍କ ଆଜ୍ଞାମାଳା ଏକ ବାଉଁଶ ତାଟରେ ନେଇ ଆରମ୍ଭ ହୋଇଥିଲା ଘଟ ଯାତ୍ରା ।

ଏହି ଯାତ୍ରାକୁ ବିଶେଷ କରି କୃଷି ଭିତ୍ତିକ ଯାତ୍ରା ବୋଲି କୁହାଯାଏ । ଜୟପୁର ରାଜା ବିକ୍ରମାଦିତ୍ୟଙ୍କ ଅମଳରୁ ଏହି ଯାତ୍ରା ଚାଲି ଆସୁଥିବାବେଳେ ଆଜି ମଧ୍ୟ ଠିକ ସେହି ପରମ୍ପରାରେ ଏହି ଯାତ୍ରା ହୋଇ ଆସୁଛି । ଚଳିତ ବର୍ଷ ଏହି ଯାତ୍ରା ଉପଲକ୍ଷେ ଆନ୍ଧ୍ର ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ସେପଟେ ଚୈତ୍ର ମାସରେ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମଝୀଘରିଆଣିଙ୍କ ଝାମୁଯାତ୍ରା ପରେ ସହରର ବିଭିନ୍ନ ସାହିରେ ଥିବା ପୀଠ ଗୁଡ଼ିକରେ ମାଙ୍କ ପଦଯାତ୍ରା ଅନୁଷ୍ଠିତ ହୋଇଥାଏ ।

ବିଶ୍ବାସ ଓ ପରମ୍ପରାର ଏହି ନିଆରା ଯାତ୍ରା କାହିଁ କେଉଁ କାଳରୁ ଚାଲି ଆସୁଛି । ଲୋକଙ୍କ ଏହି ବିଶ୍ବାସକୁ ଆଜି ବି ବଞ୍ଚାଇ ରଖିଛନ୍ତି ମୌସୁମୀର ଦେବୀ ବୁରୁଦଲାପାଲାମାଙ୍କ ଘଟଯାତ୍ରା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

SLUGE –  ବର୍ଷାର ଦେବୀ ବୁରୁଦଲାପାଲାମାଙ୍କ ମୈସୁମୀ ଯାତ୍ରା  । 
REPORTER- Ranjan Rath 
PLACE-  RAYAGADA
DATE- 23.6.19
FORMET –  PKG
ANCAR- ନିଆରା ନିତୀ ନିଆରା ପରମ୍ପରା  । ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ପାଳନ ହୋଇଯାଇଛି ମୈସୁମିର ଦେବୀ ବୁରୁଦଲାପାଲାମାଙ୍କ ଘଟଯାତ୍ରା  । ରାଜ ରାଜୁଡ଼ା ସମୟରୁ ଚାଲିଆସୁଥିବା ଏଯି ଯାତ୍ରା ଆଜିମଧ୍ୟ ନି କିମ୍ବଦନ୍ତିକୁ ବଜାଇ ରଖିଛି । 
VO-1- ନଅଦିନ ଧରି ଚାଲିଥିବା ଏହି ଯାତ୍ରାର ଆଜି ଜବନିକା ପଡ଼ିଛି । ତେବେ  ମାଙ୍କ ପାଦକୁ ଟ୍ରେଜେରି ପରିସରରୁ ଅଣାଯାଇ ମାଝିସାହିରେ ନିର୍ମାଣ ହୋଇଥିବା ଅସ୍ଥାଇ ଝାଟିମାଟିର କୁଡ଼ିଆରେ ରଖାଯାଇଥିଲା  । ଦେବି ଚାଲିଚାଲି ଆସିଥିବା ପରିଶ୍ରମ ଲାଘବ ପାଇଁ ଦିନଟିଏ ବିଶ୍ରାମ ପରେ ମାଙ୍କ ଆଗ୍ୟାମାଳା ଏକ ବାଉଂଶ ତାଟରେ ନେଇ ଆରମ୍ଭ ହୋଇଥିଲା ଘଟ ଯାତ୍ରା  । ଦେବୀଙ୍କ ଆଗ୍ୟାମାଳ ସହିତ ୭ଟି ହାଣ୍ଡି ନେଇ ସହରର ପ୍ରତ୍ୟେକ ସାହି ପରିକ୍ରମା କରିଥିଲେ ମାଙ୍କ ପ୍ରତିକ ଘଟ  । 
Byte – କୋରାପୁଟ ଜିଲ୍ଲା କୋଟପାଡ଼ରୁ ଆସିଥିବା ମହିଳା ଭକ୍ତ
Byte – ୱାଇ. ଶ୍ରୀନବାସ (ସଭାପତି , ଉତ୍ସବପରିଚାଳନା କମିଟି )
VO-2-   କିମ୍ବଦନ୍ତି କହେ ଏହେଉଛନ୍ତି କାଦୁଅର ଦେବୀ ଯାହାର ପୂଜା ପରେପରେ ରାୟଗଡ଼ାକୁ ମୈସୁମୀ ଛୁଇଁଥାଏ ତେଣୁ ରାଜତନ୍ତ୍ର ଶାସନ କାଳରେ ରଜାଘର ଏହି ଯାତ୍ରା କରୁଥିବାର ଇତିହାସ ପୃଷ୍ଟାରୁ ଜଣାପଡ଼ୁଛି । ତେଣୁ ଏହି ଯାତ୍ରାକୁ ବିଶେଷ କରି କୃଷି ଭିତିକ ଯାତ୍ରା ବୋଲି ମଧ୍ୟ କୁହାଯାଏ  । ଚଳିତ ବର୍ଷ ଏହି ଯାତ୍ରା ଉପଲକ୍ଷେ ଆନ୍ଦ୍ର ଏବଂ ଓଡ଼ିଶାର ବିଭିନ୍ନ ଅଚଂଳରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା  । ସେପଟେ ଚୈତ୍ର ମାସରେ ରାୟଗଡ଼ାର ଅଧିଷ୍ଟତ୍ରୀ ଦେବୀ ମଝୀଘରିଆଣିଙ୍କ ଝାମୁଯାତ୍ରା ପରେ ସହରର ବିଭିନ୍ନ ସାହିରେ ଥିବା ପିଠ  ଗୁଡ଼ିକରେ ମାଙ୍କ ପାଦଯାତ୍ରା ଅନୁଷ୍ଟିତ ହୋଇଥାଏ  ।  
Byte – ପୁରୁଷତମ ପୁଜାରୀ ( ମନ୍ଦିର ପୁଜକ )
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.