ETV Bharat / state

କୋର୍ଟରେ ହାଜର ହେଲେ ମାଓନେତା ସବ୍ୟସାଚୀ ପଣ୍ଡା - court

ଆଜି (ଶୁକ୍ରବାର) ସିଜେଏମ କୋର୍ଟରେ ହାଜର ହୋଇଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡା । ସବ୍ୟସାଚୀଙ୍କୁ କଡା ସୁରକ୍ଷା ମଧ୍ୟରେ ଆଜି କୋର୍ଟରେ ହାଜର କରାଯାଇଛି । ଚାନ୍ଦିଲିରେ ପୋଲିସ ଭ୍ୟାନ ଉଡାଇବା ଓ ଲିଙ୍ଗାଗୁଡା ଏନକାଉଣ୍ଟର ମାମଲାରେ ସବ୍ୟସାଚୀ ଆଜି କୋର୍ଟରେ ହାଜର ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Mar 2, 2019, 3:51 PM IST

ରାୟଗଡା: ଆଜି (ଶୁକ୍ରବାର) ସିଜେଏମ କୋର୍ଟରେ ହାଜର ହୋଇଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡା । ସବ୍ୟସାଚୀଙ୍କୁ କଡା ସୁରକ୍ଷା ମଧ୍ୟରେ ଆଜି କୋର୍ଟରେ ହାଜର କରାଯାଇଛି । ଚାନ୍ଦିଲିରେ ପୋଲିସ ଭ୍ୟାନ ଉଡାଇବା ଓ ଲିଙ୍ଗାଗୁଡା ଏନକାଉଣ୍ଟର ମାମଲାରେ ସବ୍ୟସାଚୀ ଆଜି କୋର୍ଟରେ ହାଜର ହୋଇଛନ୍ତି ।

ଦୁଇ ମାମଲାର ଆଜି ସାକ୍ଷ୍ୟ ଗ୍ରହଣ ଥିବାବେଳେ ଜଣେ ପୋଲିସ ଅଧିକାରୀ କୋର୍ଟ ଆଗରେ ସାକ୍ଷ୍ୟ ପ୍ରଦାନ କରିଥିଲେ । ତେବେ ଏହି ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ମାର୍ଚ୍ଚ 20 ତାରିଖରେ ହେବ ବୋଲି ଜଣାପଡିଛି ।

ସୂଚନା ଥାଉକି, 2002 ମସିହା ଡିସେମ୍ବର 5 ତାରିଖରେ ଚାନ୍ଦିଲି ଥାନାର ମିଟସ କଲେଜ ନିକଟରେ ପୁଲିସ ଭ୍ୟାନକୁ ଲେଣ୍ଡମାଇନ ଲଗାଇ ଉଡାଇ ଦିଆଯାଇଥିଲା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.