ETV Bharat / state

ପେସ ମେକର ବ୍ୟାଟେରୀ ପରିବର୍ତ୍ତନ ପାଇଁ ଜୀବନ ସହ ସଂଗ୍ରାମ କରୁଛି ଯୁବତୀ - ଜୀବନ ସହ ସଂଗ୍ରାମ କରୁଛି ଯୁବତୀ

ଲକ ଡାଉନ କଟକଣା ଯୋଗୁଁ ପେସ ମେକର ବ୍ୟାଟେରୀ ପରିବର୍ତ୍ତନ ପାଇଁ ଜୀବନ ସହ ସଂଗ୍ରାମ କରୁଛି ଯୁବତୀ। ସମୟ ପୂର୍ବରୁ ଛାତିରେ ଲାଗିଥିବା ପେସ ମେକର ବ୍ୟାଟେରୀ ପରିବର୍ତ୍ତନ ନକଲେ ହୁଏ ତ ଜୀବନ ଚାଲି ଯିବାର ସମ୍ଭାବନା ରହିଛି ।

pass maker
ପେସ ମେକର ବ୍ୟାଟେରୀ ପରିବର୍ତ୍ତନ ପାଇଁ ଜୀବନ ସହ ସଂଗ୍ରାମ କରୁଛି ଯୁବତୀ
author img

By

Published : May 3, 2020, 8:22 AM IST

ରାୟଗଡା: ଲକ ଡାଉନ କଟକଣା ବାଧକ ସାଜିଛି ହୃଦ୍ ରୋଗୀଙ୍କ ପାଇଁ । ସମୟ ପୂର୍ବରୁ ଛାତିରେ ଲାଗିଥିବା ପେସ ମେକର ବ୍ୟାଟେରୀ ପରିବର୍ତ୍ତନ ନକଲେ ହୁଏ ତ ଜୀବନ ଚାଲି ଯିବାର ସମ୍ଭାବନା ରହିଛି । ଏଭଳି ଏକ ଚିତ୍ର ସାମନାକୁ ଆସିଛି ରାୟଗଡା ଜିଲ୍ଲାରେ ।

ପେସ ମେକର ବ୍ୟାଟେରୀ ପରିବର୍ତ୍ତନ ପାଇଁ ଜୀବନ ସହ ସଂଗ୍ରାମ କରୁଛି ଯୁବତୀ

ଏ ହେଉଛନ୍ତି ରାୟଗଡା ସହରର ରଇତ କଲୋନୀରେ ରହୁଥିବା ବ୍ରଜବିହାରି ହୋନଚ ଝିଅ ଦେବୋର ହୋନଚ । 4 ବର୍ଷ ବୟସରେ ଦେବୋର ଦୁର୍ଘଟଣାର ଶିକାର ହେବା ଫଳରେ ତାଙ୍କ ଦେହରେ 2005 ଏବଂ 2012 ମସିହାରେ ଦୁଇ ଥର ପେସ ମେକର ଖଞ୍ଜାଯାଇଥିଲା ।

ନିୟମ ମୁତବକ 8 ବର୍ଷରେ ଥରେ ଏହାର ବ୍ୟାଟରି ପରିବର୍ତ୍ତନ ସହ 6 ମାସକୁ ଥରେ ପେସ ମେକେରକୁ ଯାଞ୍ଚ କରାଇବାକୁ ପଡିଥାଏ । ବର୍ତ୍ତମାନ 3ୟ ଥର ପାଇଁ ପେସ ମେକର ସାଙ୍ଗକୁ ବ୍ୟାଟେରୀ ପରିବର୍ତ୍ତନ କରିବା ଆବଶ୍ୟକ ରହିଛି ।

ତେବେ ଲକ ଡାଉନ ପାଇଁ ବାହାର ରାଜ୍ୟକୁ ଯିବାପାଇଁ ମିଳୁନାହିଁ ଅନୁମତି । ବାପା,ଝିଅ ଦୁହେଁ ପାସ୍ ଖଣ୍ଡିକ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ । ସେପଟେ ଗଣମାଧ୍ୟମର ହସ୍ତକ୍ଷେପ ପରେ ଚେତା ପସିଛି ପ୍ରଶାସନର । ନିଜ ଭୁଲକୁ ସୁଧାରିବାକୁ ଯାଇ ବିଶାଖାପାଟନା ଚିକିତ୍ସା ପାଇଁ ଅନୁମତି ଦେଇଛି ଜିଲ୍ଲା ପ୍ରଶାସନ । ଏନେଇ ଜରୁରୀ କାଳୀନ ଅଧିକାରୀ ନାରାୟଣ ମିଶ୍ରଙ୍କ ସହ ସାକ୍ଷାତ କରିବା ପରେ ଚିକିତ୍ସା ପାଇଁ ଆସନ୍ତା 4, 5 ତାରିଖରେ ବିଶାଖାପାଟଣା ଯିବାକୁ ଅନୁମତି ଦିଆ ଯାଇଥିବା କହିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.