ETV Bharat / state

Municipal Election: ରାୟଗଡାରେ ବିଜେଡିର ଆରମ୍ଭରୁ ବାଜିମାତ୍‌ - ଓଡିଶା ପୌର ନିର୍ବାଚନ

ଆସନ୍ତା ପୌର ନିର୍ବାଚନରେ ରାୟଗଡ଼ା ସହରର ୨୪ଟି ୱାର୍ଡ଼ ମଧ୍ୟରୁ ୩ଟିରେ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଦିଆ ଯାଇନଥିବା ବେଳେ ବିଜେପି ପକ୍ଷରୁ ଗୋଟିଏ ୱାର୍ଡ଼ରେ କେହି ପ୍ରାର୍ଥୀ ନାହାନ୍ତି । ଅଧିକ ପଢନ୍ତୁ

Municipal Election: ରାୟଗଡାରେ ବିଜେଡିର ଆରମ୍ଭରୁ ବାଜିମାତ୍‌

author img

By

Published : Mar 7, 2022, 10:03 PM IST

ରାୟଗଡା: ଆସନ୍ତା ପୌର ନିର୍ବାଚନରେ ରାୟଗଡ଼ା ସହରର ୨୪ଟି ୱାର୍ଡ଼ ମଧ୍ୟରୁ ୩ଟିରେ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଦିଆ ଯାଇନଥିବା ବେଳେ ବିଜେପି ପକ୍ଷରୁ ଗୋଟିଏ ୱାର୍ଡ଼ରେ କେହି ପ୍ରାର୍ଥୀ ନାହାନ୍ତି । କଂଗ୍ରେସର ୧, ୨ ଓ ୬ ନମ୍ବର ୱାର୍ଡ଼ରେ କେହି ପ୍ରାର୍ଥୀ ନାହାନ୍ତି । ସେହିଭଳି ବିଜେପିର ମଧ୍ୟ ୨ ନମ୍ବର ୱାର୍ଡ଼ରେ କେହି ପ୍ରାର୍ଥୀ ନଥିବା ଜଣାପଡ଼ିଛି ।

Municipal Election: ରାୟଗଡାରେ ବିଜେଡିର ଆରମ୍ଭରୁ ବାଜିମାତ୍‌

ଫଳରେ ୨ ନମ୍ବର ୱାର୍ଡରୁ ନିର୍ବାଚନ ପୁର୍ବରୁ ବିଜେଡ଼ିର ବାଜିମାତ ଆରମ୍ଭ ହୋଇଛି । ଏହି ୱାର୍ଡରେ କାଉନସିଲର ଭାବେ ମମତା ମାଣ୍ଡାଙ୍ଗି ବିଜେଡ଼ି ଦଳ ପକ୍ଷରୁ ନିଜ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ର୍ନିଦ୍ୱନ୍ଦରେ ବାଜି ମାରିଛନ୍ତି । ତେବେ ୧ ଓ ୬ ନମ୍ବର ୱାର୍ଡ଼ରେ ବିଜେଡ଼ି ଏକ ତରଫା ଭାବେ ନିର୍ବାଚନ ଲଢ଼ିବାର ସମ୍ଭାବନାକୁ ଏଡ଼ାଇ ହୋଇ ପାରୁନାହିଁ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.