ETV Bharat / state

ପଞ୍ଚାୟତିରାଜ ଦିବସ: ଆନ୍ତଃ ରାଜ୍ୟ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ - ବିଜୁ ଜୟନ୍ତୀରେ ଆୟୋଜିତ ହେଲା ଜିଲ୍ଲା ସ୍ତରୀୟ ପଞ୍ଚାୟତରାଜ ଦିବସ

ବିଜୁ ଜୟନ୍ତୀରେ ଆୟୋଜିତ ହେଲା ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ଏବଂ ଉଦଘାଟିତ ହେଲା ଆନ୍ତଃ ରାଜ୍ୟ କ୍ରିକେଟ ପ୍ରତିଯୋଗିତା । ଅଧିକ ସୂଚନା ପାଇଁ ପଢନ୍ତୁ ...

Inauguration ceremony of interstate cricket tournament in the occasion Biju pattnaik birth anniversary
ବିଜୁ ପଟ୍ଟନାୟକ ଜୟନ୍ତୀରେ ଆନ୍ତଃ ରାଜ୍ୟ
author img

By

Published : Mar 5, 2020, 8:48 PM IST

ରାୟଗଡା: ବିଜୁ ଜୟନ୍ତୀରେ ଆୟୋଜିତ ହେଲା ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ଏବଂ ଉଦଘାଟିତ ହେଲା ଆନ୍ତଃ ରାଜ୍ୟ କ୍ରିକେଟ ପ୍ରତିଯୋଗିତା । ବିଜୁ ସ୍ମୃତି କମିଟି ତରଫରୁ ସ୍ଥାନୀୟ ଜିସିଡି ହାଇସ୍କୁଲ ପଡ଼ିଆରେ ପ୍ରତିଯୋଗିତାଟି ଆୟୋଜିତ ହୋଇଥିଲା । ଏହାକୁ ଉଦଘାଟନ କରିଥିଲେ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଓ ବିଜୁ ସ୍ବସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାସ । ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ବିଜୟୱାଡା, ନାଗପୁର, ଜଗଦଲପୁର ଭଳି ପ୍ରାୟ 13 ଟି ଦଳ ଏଥିରେ ଭାଗ ନେଇଥିଲେ । ଉଦଘାଟନ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ରାୟପୁର ଓ ପାଟନା ଦଳ । ଆସନ୍ତା 13 ତାରିଖ ଦିନ ଅନୁଷ୍ଠିତ ହେବ ଏହାର ଫାଇନାଲ ମ୍ୟାଚ। ଚମ୍ପିୟାନ ଟିମକୁ ଟ୍ରଫି ସହ ଏକ ଲକ୍ଷ ଏକ ଟଙ୍କା ଓ ରନର ଦଳକୁ ଟ୍ରଫି ସହ 70 ହଜାର ପ୍ରଦାନ କରାଯିବ ।

ବିଜୁ ପଟ୍ଟନାୟକ ଜୟନ୍ତୀରେ ଆନ୍ତଃ ରାଜ୍ୟ କ୍ରିକେଟ ପ୍ରତିଯୋଗିତା

ସେହିପରି ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧକ୍ଷତାରେ ପାଳିତ ହେଲା ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ । ଏଥିରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ସ୍ମୃତି ଚରଣ କରିବା ସହ ତ୍ରିସ୍ତରୀୟ ପଞ୍ଚୟତରାଜ ବ୍ୟବସ୍ଥାରେ ତାଙ୍କର ଅବଦାନ ଉପରେ ଆଲୋଚନା ହୋଇଥିଲା । ସେହିଭଳି ପଞ୍ଚୟତିରାଜ ବିଭାଗ ଅଧିନରେ ଥିବା ବିଭିନ୍ନ ବିଭାଗର କାର୍ଯ୍ୟକାରୀତା ଉପରେ ଚର୍ଚ୍ଚା ହୋଇଥିଲା ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.