ETV Bharat / state

ବିଶ୍ବ ମୃତ୍ତିକା ଦିବସରେ ଚାଷୀଙ୍କୁ ସ୍ବାସ୍ଥ୍ୟକାର୍ଡ

author img

By

Published : Dec 5, 2019, 11:55 PM IST

ବିଶ୍ବ ମୃତ୍ତିକା ଦିବସରେ ରାୟଗଡା ଜିଲ୍ଲାର ୧୧ଟି ବ୍ଲକ, ୨ଟି ମ୍ୟୁନିସିପାଲଟି ଏବଂ ଗୋଟିଏ ଏନଏସିରେ ଥିବା ୧୪୭୦୦ ଚାଷୀଙ୍କୁ ସେମାନଙ୍କ ସ୍ବାସ୍ଥ୍ୟ ବୀମା କାର୍ଡ ବିତରଣ ଆରମ୍ଭ ହୋଇଛି ।

world soil day
ବିଶ୍ବ ମୃତ୍ତିକା ଦିବସରେ ଚାଷୀଙ୍କୁ ସ୍ବାସ୍ଥ୍ୟକାର୍ଡ

ରାୟଗଡା: ଜିଲ୍ଲାର କୃଷିବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଲାୟନ୍ସ କ୍ଲବ ପରିସରରେ ପାଳିତ ହୋଇଛି ବିଶ୍ବ ମୃତ୍ତିକା ଦିବସ । ଏହି ଅବସରରେ ଆଜିଠୁ ଜିଲ୍ଲାର ୧୧ଟି ବ୍ଲକ, ୨ଟି ମ୍ୟୁନିସିପାଲଟି ଏବଂ ଗୋଟିଏ ଏନଏସିରେ ଥିବା ୧୪ ହଜାର ୭୦୦ ଚାଷୀଙ୍କୁ ସେମାନଙ୍କ ସ୍ବାସ୍ଥ୍ୟ ବୀମାକାର୍ଡ ବିତରଣ ଆରମ୍ଭ ହୋଇଛି ।

ଆୟୋଜିତ ବୈଠକରେ ରାୟଗଡା ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ରଥଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ରାୟଗଡା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଅମୃତ ୠତୁରାଜ ଯୋଗ ଦେଇଥିଲେ । ବିଶ୍ଵ ଖାଦ୍ୟ ସଂଗଠନ ଆନୁକୁଲ୍ୟରେ ଆୟାଜିତ ଏହି ବୈଠକରେ ମୁଖ୍ୟତ ବର୍ତ୍ତମାନ ସ୍ଥିତିରେ ମୃତ୍ତିକା ଏବଂ ଜଳର ସଂରକ୍ଷଣ କରାଯାଇ ପାରିବ ସେନେଇ ଆଲୋଚନା ହୋଇଥିଲା ।

ଏହି କାର୍ଯକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, PD ୱାଟର ସେଡ ପ୍ରମୁଖ ଯୋଗଦେଇ ଉପସ୍ଥିତ କୃଷକଙ୍କୁ ମୃତ୍ତିକା ଓ କେନ୍ଦ୍ର ସରକରଙ୍କ ମୃତ୍ତିକା ସ୍ବାସ୍ଥ୍ୟକାର୍ଡ ବିଷୟରେ ବୁଝାଇଥିଲେ । ଏହାସହ ଉପସ୍ଥିତ କୃଷକଙ୍କୁ ସେମାନଙ୍କ ମାଟି ପରୀକ୍ଷା ହୋଇ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା । ଏହି ଅବସରରେ କୃଷି ଯନ୍ତ୍ରପାତି, ସାର ତଥା ବିଭିନ୍ନ ଚାରାର ପ୍ରଦର୍ଶନ କରାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ବିଶ୍ୱ ମୃତ୍ତିକା ଦିବସରେ ମିଳିଲା ସ୍ୱାସ୍ଥ୍ୟ କାର୍ଡ Body:ଆଜି ବିଶ୍ଵ ମୃତିକ ଦିବସ । ଜିଲ୍ଲାର କୃଷିବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଲୟନ୍ସ କ୍ଲବ ପରିସରରେ ପାଳିତ ହୋଇଛି ବିଶ୍ୱ ମୃତ୍ତିକା ଦିବସ ।ଏହି ଅବସରରେ ଅଜିଠୁ ଜିଲ୍ଲାର ୧୧ ଟି ବ୍ଲକ , ୨ ଟି ମୁନିସିପାଲଟି ଏବଂ ଗୋଟିଏ ଏନଏସିରେ ଥିବା ୧୪୭୦୦ ଚାଷୀଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ବୀମା କାର୍ଡ ବିତରଣ ଆରମ୍ଭ ହୋଇଛି । ଆୟୋଜିତ ବୈଠକରେ ରାୟଗଡା ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ରଥଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ରାୟଗଡା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଅମୃତ ୠତୁରାଜ ଯୋଗ ଦେଇଥିଲେ । ବିଶ୍ଵ ଖାଦ୍ୟ ସଂଗଠନ ଆନୁକୁଲ୍ୟରେ ଆୟାଜିତ ଏହି ବୈଠକରେ ମୁଖ୍ୟତ ବର୍ତମାନ ସ୍ଥିତିରେ ମୃତିକା ଏବଂ ଜଳର ସଂରକ୍ଷଣ କରାଯାଇ ପାରିବ ସେ ନେଇ ଆଲୋଚନା ହୋଇଥିଲା । ଏହି କାର୍ଯକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ରାୟଗଡା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, PD ୱାଟର ସେଡ, ପ୍ରମୁଖ ଯୋଗଦେଇ ଉପସ୍ଥିତ କୃଷକଙ୍କୁ ମୃତ୍ତିକା ଓ କେନ୍ଦ୍ର ସରକରଙ୍କ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବିଷୟରେ ବୁଝାଇଥିଲେ । ଏହାସହ ଉପସ୍ଥିତ କୃଷକଙ୍କୁ ସେମାନଙ୍କ ମାଟି ପରୀକ୍ଷା ହୋଇ ମୃତ୍ତିକ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା। ଏହିଅବସରରେ କୃଷି ଯନ୍ତ୍ରପାତି, ସାର ତଥା ବିଭିନ୍ନ ଚାରାର ପ୍ରଦର୍ଶନ କରାଯାଇଛି ।Conclusion:ବିଶ୍ୱ ମୃତ୍ତିକା ଦିବସରେ ମିଳିଲା ସ୍ୱାସ୍ଥ୍ୟ କାର୍ଡ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.