ETV Bharat / state

ଜୁଆଆଡ୍ଡାରେ ଚଢାଉ; 34 ଗିରଫ, ଲକ୍ଷାଧିକ ଟଙ୍କା ଜବତ

author img

By

Published : Oct 14, 2019, 4:48 PM IST

Updated : Oct 14, 2019, 5:32 PM IST

ରାୟଗଡା ଜିଲ୍ଲା ଗୁଣୁପୁର ପୋଲିସ ଜୁଆ ଆଡ୍ଡା ଉପରେ ଚଢାଉ କରି ଆଜି 12 ଜଣ ଜୁଆଡିଙ୍କୁ ଗିରଫ କରିବା ସମେତ ଲକ୍ଷାଧିକ ଟଙ୍କା ଜବତ କରିଛି । ଗତକାଲି ସହରର ବିଭିନ୍ନ ସ୍ଥାନରେ ଚଢାଉ କରି 22 ଜଣ ଜୁଆଡିଙ୍କୁ ଗିରଫ କରିଥିଲା ପୋଲିସ । ଆଜି ସମସ୍ତ ଜୁଆଡ଼ିଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା ହୋଇ କୋର୍ଟଚାଲାଣ କରାଯାଇଛି  ।

ଜୁଆ ଆଡ୍ଡାରେ ଚଢାଉ; 34 ଗିରଫ, ଲକ୍ଷାଧିକ ଟଙ୍କା ଜବତ

ରାୟଗଡା: ଜିଲ୍ଲା ଗୁଣୁପୁର ପୋଲିସ ଜୁଆ ଆଡ୍ଡା ଉପରେ ଚଢାଉ କରି 12 ଜଣଙ୍କୁ ଗିରଫ କରିଛି । ଏଥିସହ ଲକ୍ଷାଧିକ ଟଙ୍କା, 8ଟି ମୋଟର ସାଇକେଲ, ଗୋଟିଏ କାର ଓ 12ଟି ମୋବାଇଲ ଜବତ କରିଥିବା ଜଣାପଡିଛି |

ଜୁଆଆଡ୍ଡାରେ ଚଢାଉ; 34 ଗିରଫ, ଲକ୍ଷାଧିକ ଟଙ୍କା ଜବତ

ସୂଚନାନୁଯାୟୀ, ଗୁଣୁପୁର ପୋଲିସ ଖବର ପାଇ ଗୋଟିଏ ଘର ଭିତରେ ଖେଳ ଚାଲିଥିବା ସମୟରେ ଚଢାଉ କରିଥିଲା | ସେଠାରୁ 1 ଲକ୍ଷ 29 ହଜାର 540 ଟଙ୍କା ଜବତ କରାଯାଇଛି । ସେହିଭଳି ରାୟଗଡା ସହରର ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ ଜାରି ରହିଥିବାବେଳେ ରବିବାର ରାତିରେ ପୋଲିସ ସହରର ଆଞ୍ଜିଆ ପେଟା, ଗୌତମ ନଗର ଓ ଧୋବା ସାହି ପ୍ରଭୃତି ସ୍ଥାନରେ ଚଢାଉ କରି 22 ଜଣ ଜୁଆଡ଼ିଙ୍କ ସମେତ 25 ହଜାର ଟଙ୍କା ଓ 17ଟି ମୋବାଇଲ ଜବତ କରିଛି ।

ଆଜି ସମସ୍ତ ଜୁଆଡ଼ିଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରାଯାଇ କୋର୍ଟଚାଲାଣ କରାଯାଇଛି । ଏବେ ସୁଦ୍ଧା ମୋଟ 34 ଜୁଆଡି ଗିରଫ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କା ଜବତ ହୋଇଛି । ଆଗକୁ ସହରରେ ଏଭଳି ଚଢ଼ାଉ ଜାରି ରହିବ ବୋଲି ଉପଖଣ୍ଡ ପୋଲିସ ଅଧିକାରୀ ତପନ ନାରାୟଣ ରଥ ସୂଚନା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଜୁଆ ଆଡ୍ଡା ଉପରେ ଚଢାଉ 34 ଗିରଫ ଲକ୍ଷାଧିକ ଟଙ୍କା ଯାବତBody:ରାୟଗଡ଼ା ଜିଲ୍ଲା ଗୁଣୁପୁର ପୁଲିସ ଜୁଆ ଆଡ୍ଡା ଉପରେ ଚଢାଉ କରି 12 ଜଣ ବ୍ଯକ୍ତିଙ୍କୁ ଗିରଫ କରିଛି |ଏଥିସହ ଲକ୍ଷାଧିକ ଟଙ୍କା ଓ 8 ଟି ମଟର ସାଇକେଲ ଗୋଟିଏ କାର 12 ଟି ମୋବାଇଲ୍ ଯାବତ କରିଛି | ପୋଲିସ ଖବର ପାଇ ଏସପି ଗୁଡା ନିକଟରେ ଥିବା ଗୋଟିଏ ଘର ଭିତରେ ଖେଳ ଚାଲିଥିବା ସମୟରେ ଚଢାଉ କରିଥିଲା | 129540 ଟଙ୍କା ଖେଳ ପାଖରୁ ଜବତ କରିଥିବା ଓ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି | ସେହିଭଳି ରାୟଗଡ ସହରର ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଉପରେ ପଲିସର ଚଢ଼ାଉ ଜାରି ରହିଥିବାବେଳେ ଗତ କାଲି ରାତିରେ ପୋଲିସ ସହରର ଆଞ୍ଜିଆ ପେଟା ,ଗୌତମ ନଗର ଓ ଧୋବା ସାହି ପ୍ରଭୁତି ସ୍ଥାନରେ ଚଢାଉ କରୀ 22 ଜଣ ଜୁଆଡ଼ିଙ୍କ ସମେତ 25 ହଜାର ଟଂକା 17 ଟି ମୋବାଇଲ ଜବତ କରିଛି । ଆଜି ସମସ୍ତ ଜୁଆଡ଼ିଙ୍କୁ ଡାକ୍ତରି ମାଇନ କରାଯାଇ କୋର୍ଟ ଚାଲାଣ କରା ଯାଇଛି । ଆଗକୁ ସହରରେ ଏଭଳି ଚଢ଼ାଉ ଜାରି ରହିବ ବୋଲି ଉପଖଣ୍ଡ ପୋଲିସ ଅଧିକାରୀ ତପନ ନାରାୟଣ ରଥ ସୂଚନା ଦେଇଛନ୍ତି।Conclusion:ଜୁଆ ଆଡ୍ଡା ଉପରେ ଚଢାଉ 34 ଗିରଫ ଲକ୍ଷାଧିକ ଟଙ୍କା ଯାବତ
Last Updated : Oct 14, 2019, 5:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.