ETV Bharat / state

80 ମଇଁଷି ବନ୍ୟାରେ ଗଲେ ଭାସି - ରାୟଗଡାରେ ବନ୍ୟା

ରାୟଗଡାରେ ବନ୍ୟା ପରିସ୍ଥିତି ଅଣାୟତଃ । ଭାସିଗଲେ 80 ମଇଁଷି । 200 ପରିବାରକୁ ସୁରକ୍ଷିତ ସ୍ଥାନଙ୍କୁ ସ୍ଥାନାନ୍ତର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Aug 7, 2019, 2:53 PM IST

ରାୟଗଡା: ଲଗାଣ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଜିଲ୍ଲାରେ ବୋହି ଯାଉଥିବା ବିଭିନ୍ନ ନଦୀରେ ବନ୍ୟା ଆସି ସ୍ଥିତି ଜଟିଳ କରିଛି । ବିଶେଷ କରି ନାଗାବଳୀ, ବଂଶଧାରା ଓ କଲ୍ୟାଣୀ ନଦୀର ଜଳ ସ୍ଥର ବଢ଼ି ବିପଦ ସଂକେତ ଉପରେ ବହୁଛି । ଫଳରେ ଜିଲ୍ଲାକୁ ବିଭିନ୍ନ ଆଡୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଗୁଡାରି ବ୍ଲକ ସଦର ମହକୁମା ବ୍ରାହ୍ମଣ ସାହି, ଲାଡି ସାହି, ଫୁଲବଗିଚା ସାହି ସହ ଅନ୍ୟ କିଛି ସାହିରେ ବଂଶଧାରା ପାଣି ପଶିଯିବା ଫଳରେ ପାଖାପାଖି 200 ପରିବାରକୁ ସୁରକ୍ଷିତ ସ୍ଥାନଙ୍କୁ ସ୍ଥାନାନ୍ତର କରାଯାଇଛି । ସେହିଭଳି ଗୁମୁଡ଼ା ଗୁଣପୁର ଭାମିନିର ମୁଖ୍ୟ ରାସ୍ତା ଉପରେ 2 ଫୁଟ ଉଚ୍ଚର ପାଣି ଚାଲିବା ଫଳରେ ଗୁଣପୁର ରାୟଗଡା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗୁଡ଼ାରି ବ୍ଲକର ଅନେକ ଗାଁରେ ବଂଶଧାରା ନଦୀର ପାଣି ପଶିଥିବାବେଳେ କର୍ଣ୍ଣପାଡୁ ଗାଁରେ 80 ଟି ମଇଁଷି ଭାସିଯାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

କାଶୀପୁର ବ୍ଲକର କୁଚେଇପଦର ନିକଟରେ ରାସ୍ତା ଧୋଇ ଯିବା ଫଳରେ 5ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାବେଳେ ଉତ୍କଳ ଆଲୁମିନାର କିଛି କାର୍ଯ୍ୟାଳୟରେ ପାଣି ପଶିଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ରାୟଗଡା ଜିଲ୍ଲାରେ ଲଗାଣ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।ଜିଲ୍ଲାରେ ବୋହି ଯାଉଥିବା ବିଭିର୍ଣ ନଦୀରେ ବନ୍ୟା ଆସି ସ୍ଥିତି ଜଟିଳ କରିଛି ।ବିଶେଷକରି ନାଗବଳୀ,ବଂଶଧାରା କଲ୍ୟାଣି ନଦିର ଜଳ ସ୍ଥର ବଢ଼ି ବିପଦ ସଂକେତ ଉପରେ ବହୁଛି।ଫଳରେ ଜିଲ୍ଲାକୁ ବିଭିର୍ଣ ଆଡୁ ଯୋଗାଯୋଗ ବିଛିର୍ଣ୍ଣ ହୋଇଛି। ଗୁଡାରି ବ୍ଲକ ସଦର ମହକୁମା ବ୍ରାମ୍ହଣ ସାହି,ଲାଡି ସାହି,ଫୁଲବଗିଚା ସାହି ସହ ଅନ୍ୟକିଛି ସାହିରେ ବଂଶଧାରା ପାଣି ପସିଯିବା ଫଳରେ ପାଖାପାଖି 200 ପରିବାରକୁ ସୁରକ୍ଷାସ୍ଥାନଙ୍କୁ ସ୍ଥାନାନ୍ତର କରାଯାଇଛି।ସେହିଭଳି ଗୁମୁଡ଼ା ଗୁଣପୁର ଭାମିନିର ମୁଖ୍ୟ ରାସ୍ତା ଉପରେ 2 ଫୁଟ ଉଚର ପାଣି ଚାଳିବାଫଳରର ଗୁଣପୁର ରାୟଗଡା ଯୋଗାଯୋଗ ବିଛିର୍ଣ୍ଣ ହୋଇଛି। ଗୁଡ଼ାରି ବ୍ଲକର ଅନେକ ଗାଁରେ ବଂଶଧାରା ନଦୀର ପାଣି ପଶିଥିବା ବେଳେ କର୍ଣ୍ଣପାଡୁ ଗାଁରେ 80 ଟି ମଇଁଷି ଭାସିଯାଇଛନ୍ତି।ସେହିଭଳି କାଶୀପୁର ବ୍ଲକ୍ ର କୁଚେଇପଦର ନିକଟରେ ରାସ୍ତା ଧୋଇ ଜୀବାଫଳରେ 5 ଟି ପଞ୍ଚାୟତକୁ ଯୋଗାଯୋଗ
ବିଛିର୍ଣ୍ଣ ହୋଇଛି ହୋଇଥିବା ବେଳେ ଉତ୍କଳ ଆଲୁମିନର କିଛି କାର୍ଯ୍ୟାଳୟରେ ପାଣି ପସିଯାଇଛି।
ସେହିଭଳି ମୁଣ୍ଡାଗାଁ ଉପର ମୁଣ୍ଡ ପାହାଡ଼ ପାଣି ଆସି ବଡ଼ ବନ୍ଧର ମୁଣ୍ଡା ଭୁଶୁଡି ରାସ୍ତା ତଳେ ରହିଥିବା ସାନ ବନ୍ଧ ରେ ପାଣି ଭର୍ତ୍ତି ହେଇଯାଇଥିଲା । ପରବର୍ତୀ ସମୟରେ ପାଣି ଅଣାୟତ ହେଇ ଯିବା ଫଳରେ ସାନ ବନ୍ଧ ର ହିଡ ଭାଙ୍ଗି ବନ୍ଧ ତଳ ଅଂଚଳ ର ପ୍ରାୟ 7 ରୁ 10 ଏକର ଜମିରେ ବାଲି ମାଟି ପଥର ଚରା ହେଇଯାଇଛି ।
ବାଇଟ - ସୁଧାକର ଶବର (ଅତିରିକ୍ତ ଜିଲ୍ଲାପାଳ)Body:କConclusion:ଖ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.