ETV Bharat / state

ଇଲେକ୍ଟ୍ରି ତାର ଛିଡ଼ି ଜଣେ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

author img

By

Published : Sep 2, 2019, 11:54 PM IST

ସାଇକେଲ ଆରୋହୀଙ୍କ ଉପରେ ଛିଡ଼ି ପଡ଼ିଲା ଇଲେକ୍ଟ୍ରି ତାର । ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି।

ଫଟୋ ସୌଜନ୍ଯ: ସମ୍ବାଦଦାତା,ରାୟଗଡ଼ା

ରାୟଗଡ଼ା: ଇଲେକ୍ଟ୍ରି ତାର ଛିଡି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ତେବେ ଆହତ ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏପରି ଦୁଖଃଦ ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଉର୍ଲାଯୋଡି ଗ୍ରାମରେ ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା,ରାୟଗଡ଼ା

ମୃତକ ଜଣଙ୍କ ହେଉଛନ୍ତି ଶୁଙ୍କପାଡି ଗ୍ରାମର ପୁରୁ ପିଡିକାକା । ଆହତ ଦାସରୀ କୁଟ୍ରୁକାକୁ ଗୁରୁତର ଅବସ୍ଥାରେ ବିଷମକଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସୋମବାର ସନ୍ଧ୍ୟାରେ ଏହି ଦୁଇ ଜଣ ସାଇକେଲ ଯୋଗେ ଆସୁଥିବା ବେଳେ ଉର୍ଲାଯୋଡି ଗ୍ରାମର ଅଙ୍ଗନୱଡି କେନ୍ଦ୍ର ନିକଟରେ ହଠାତ ଇଲେକ୍ଟ୍ରି ତାର ଛିଡିଯାଇଥିଲା । ଫଳରେ ତାର ଲାଗି ଘଟଣାସ୍ଥଳରେ ହିଁ ପୁରୁର ମୃତ୍ୟୁ ଘଟିଛି ।

ଦୁର୍ଘଟଣା ପରେ ଗ୍ରାମବାସୀ କ୍ଷତିପୂରଣ ଦାବି ନେଇ ଲୋକେ ଶବ ରଖି ଅବରୋଧ କରିଛନ୍ତି । ଖବରପାଇ ଘଟଣାସ୍ଥଳରେ ବିଷମକଟକ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଇଲେକ୍ଟ୍ରି ତାର ଛିଡି ଜଣେ ମୃତ୍ଯୁବରଣ କରିଥିବା ବେଳେ ଅନ୍ଯଜଣେ ଗୁରୁତର ଆହତBody:ଇଲେକ୍ଟ୍ରି ତାର ଛିଡି ଜଣେ ମୃତ୍ଯୁବରଣ କରିଥିବା ବେଳେ ଅନ୍ଯଜଣେ ଗୁରୁତର ଆହତ ହୋଇ ଖ୍ରୀଷ୍ଟିୟାନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏପରି ଦୁଖଃଦ ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଉର୍ଲାଯୋଡି ଗ୍ରାମରେ। ମୃତକ ହେଲେ ଶୁଙ୍କପାଡି ଗ୍ରାମର ପୁରୁ ପିଡିକାକା। ଆହତ ଦାସରୀ କୁଟ୍ରୁକା କୁ ଗୁରୁତର ଅବସ୍ଥାରେ ବିଷମକଟକ ର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଜି ସଂନ୍ଧ୍ଯାରେ ଏହି ଦୁଇ ଜଣ ସାଇକୋଲ ଯୋଗେ ଆସୁଥିବା ବେଳେ ଉର୍ଲାଯୋଡି ଗ୍ରାମର ଅଙ୍ଗନୱଡି କେନ୍ଦ୍ର ନିକଟରେ ହଠାତ ଇଲେକ୍ଟ୍ରି ତାର ଛିଡିଯାଇଥିଲା। ଫଳରେ ତାର ଲାଗି ଘଟଣାସ୍ଥଳରେ ହିଁ ପୁରୁ ମୃତ୍ଯୁବରଣ କରିଛନ୍ତି। ତେବେ କ୍ଷତିପୂରଣ ଦାବି ନେଇ ଲୋକେ ଗାଁରେ ଶବ ରଖିଛନ୍ତି। ଖବରପାଇ ଘୋଟଣାସ୍ତଳରେ ବିଷମକଟକ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିବା ଜଣାପଡିଛି।Conclusion:ଇଲେକ୍ଟ୍ରି ତାର ଛିଡି ଜଣେ ମୃତ୍ଯୁବରଣ କରିଥିବା ବେଳେ ଅନ୍ଯଜଣେ ଗୁରୁତର ଆହତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.