ETV Bharat / state

ପ୍ରଶାସନ ସହ ଯୋଡିହେବେ ଆଦିବାସୀ, ସଂପର୍କ ଅଭିଯାନ ଆରମ୍ଭ - ରାୟଗଡା ଖବର

ଆଦିବାସୀ ସମନ୍ବୟ ସଂସ୍ଥା ରାୟଗଡା ତରଫରୁ ପ୍ରଶାସନ ସହିତ ଆଦିବାସୀଙ୍କୁ ଯୋଡିବା ପାଇଁ ସଂପର୍କ ଅଭିଯାନ ଆରମ୍ଭ । ଅଧିକ ପଢନ୍ତୁ....

people relation programme
ଜିଲ୍ଲା ପ୍ରଶାସନର ସଂପର୍କ ଅଭିଯାନ
author img

By

Published : Feb 1, 2020, 10:54 PM IST

ରାୟଗଡା: ଆଦିବାସୀ ସମନ୍ବୟ ସଂସ୍ଥା ରାୟଗଡା ତରଫରୁ ପ୍ରଶାସନ ସହିତ ଆଦିବାସୀଙ୍କୁ ଯୋଡିବା ପାଇଁ ସଂପର୍କ ଅଭିଯାନ ଆରମ୍ଭ ହୋଇଛି । ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ ରାୟଗଡା ଜିଲ୍ଲାପାଳ ଯୋଗ ଦେଇଥିବାବେଳେ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉପସ୍ଥିତ ଥିଲେ।

ଜିଲ୍ଲା ପ୍ରଶାସନର ସଂପର୍କ ଅଭିଯାନ

ଏହି ସମ୍ପର୍କ ଶିବିରରେ ଆଦିବାସୀମାନଙ୍କ ନିମନ୍ତେ ଥିବା ସରକାରଙ୍କ ସମସ୍ତ ଯୋଜନା ଉପରେ ଆଲୋଚନା କରାଯାଇଥିଲା । ଶିବିରରେ ୧୫୪ ଜଣ ହିତାଧିକାରୀଙ୍କୁ ଆରଓଆର ମାଧ୍ୟମରେ ଜମି ପଟ୍ଟା ବଣ୍ଟନ କରାଯାଇଥିଲା ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Intro:ଆଦିବାସୀ ଓ ପ୍ରଶାସନ ମଧ୍ୟରେ ସମନ୍ନୟ ପାଇଁ ଆରମ୍ଭ ହେଲା ସଂପର୍କ ଶିବିର Body:ଆଦିବାସୀ ସମନ୍ୱିତ ଉନ୍ନୟନ ସଂସ୍ଥା ରାୟଗଡ ତରଫରୁ ପ୍ରଶାସନ ସହିତ ଆଦିବାସିଙ୍କୁ ଯୋଡ଼ିବା ପାଇଁ ଆରମ୍ଭ ହେଲା ଜିଲ୍ଲା ପ୍ରଶାସନର ସଂପର୍କ ଅଭିଜାନ । ଏହି ପରିପ୍ରେଖିରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ ରାୟଗଡ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଅମ୍ରିତ ଋତୁରାଜ, ଜିଲ୍ଲା ଚିକିତ୍ସା ମୂଖ୍ୟ ଅଧିକାରୀ ଆର୍ତବନ୍ଧୁ ନାୟକ ପିଏ,ଆଇଟିଡିଏ ଟୁକୁ ବାରିକ, ପ୍ରମୁଖ ଯୋଗ ଦେଇଥିଲେ । ଏହି ସଂପର୍କ ଶିବିର ମାଧ୍ୟମରେ ଜନଜାତି ମାନଙ୍କ ନିମନ୍ତେ ସରକାରଙ୍କ ଥିବା ସମସ୍ତ ପ୍ରକାରର ଯୋଜନା ଗୁଡ଼ିକର କାର୍ଯ୍ୟକାରିତା ନେଇ ଲୋକଙ୍କୁ ଅବଗତ କରାଯାଇଥିଲା । ତେବେ ସବୁଠାରୁ ବଡ଼କଥା ଜିଲ୍ଲାର ବିରଳ ଜନଜାତି ବହୁଳ ଅଚଂଳ ଗୁଡ଼ିକରେ ପୃଷ୍ଟିହିନତା ନେଇ ଉଦବେଗ ପ୍ରକାଶ ପାଇଥିଲା । ଶିବିରରେ ଜିଲ୍ଲାର ୧୫୪ ଜଣ ହିତାଧାରିଙ୍କୁ ଆରଓଆର ମାଧ୍ୟମରେ ଜମି ପଟ୍ଟା ବଣ୍ଟନର କରାଯାଇଥିଲା । Conclusion:ଆଦିବାସୀ ଓ ପ୍ରଶାସନ ମଧ୍ୟରେ ସମନ୍ନୟ ପାଇଁ ଆରମ୍ଭ ହେଲା ସଂପର୍କ ଶିବିର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.