ETV Bharat / state

ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଶିବିର ଆୟୋଜିତ - disaster preparation in rayagada

ରାୟଗଡାରେ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଶିବିର ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ଫଟୋ ସୌଜନ୍ୟ:ସମ୍ବାଦଦାତା, ରାୟଗଡା
author img

By

Published : Nov 13, 2019, 11:33 PM IST

ରାୟଗଡା: ବୁଧବାର ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଶିବିରି ରାୟଗଡା ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଶିବିରରେ ଜିଲ୍ଲା ପ୍ରଶାସନ ସମେତ ଅଗ୍ନିଶମ, ସ୍ବାସ୍ଥ୍ୟ, ପୂର୍ତ୍ତ, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ଗ୍ରାମ୍ୟ ପରିମଳ ଓ ଜଳଯୋଗାଣ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ କିପରି ମୁକାବିଲା କରାଯାଇପାରିବ ସେନେଇ ତାଲିମ ପ୍ରଦାନ କରାଯାଇଥିଲା।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ରାୟଗଡା

ରାୟଗଡା ଜିଲ୍ଲା ବନ୍ୟା ଏବଂ ଭୂମିକମ୍ପ ଜୋନ ହୋଇଥିବା ବେଳେ ଏଭଳି ଆପାତକାଳୀନ ସ୍ଥିତିରେ କିଭଳି ପ୍ରତିକାର କରାଯାଇପାରିବ ସେନେଇ ଏହି ତାଲିମ ଶିବିରରେ ପ୍ରଶିକ୍ଷଣ ଦିଆଯାଇଥିଲା । ଅଘଟଣ ପରେ ତୁରନ୍ତ ଲୋକଙ୍କୁ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ କିଭଳି ସହାୟତା ଯୋଗାଇବେ ସେନେଇ ମଧ୍ୟ ଏଠାରେ ବିସ୍ତୃତ ଆଲୋଚନା ହୋଇଥିଲା।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଜିଲ୍ଲା ସ୍ଥାରୀୟ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି Body:ରାୟଗଡା ଜିଲ୍ଲା ସ୍ଥରୀୟ ବିପର୍ଯୟ ପ୍ରଶମନ ପ୍ରସ୍ତୁତି ଶିବିର ସ୍ଥାନୀୟ DRDA ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ତାଲିମ ଶିବିରରେ ଜିଲ୍ଲା ପ୍ରଶାସନ ସମେତ ଅଗ୍ନିଶମ, ସ୍ୱାସ୍ଥ୍ୟ, ପୂର୍ତ୍ତ, ନଗର ଉନ୍ନୟନ, ଗ୍ରାମ୍ୟ ଉର୍ଣ୍ଣୟନ, ଗ୍ରାମ୍ୟ ପରିମଳ ଓ ଜଳଯୋଗାଣ ବିଭାଗୀୟ ଅଧିକାରୀ ଏଥିରେ ଉପସ୍ଥିତ ରହି ବନ୍ୟା , ବାତ୍ୟା ତଥା ବିପର୍ଯ୍ୟୟ ସମୟରେ କିପରି ମୁକାବିଲା କରିବା ପାଇଁ ତାଲିମ ପ୍ରଦାନ କରାଯାଇ ଥିଲା । ରାୟଗଡା ଜିଲ୍ଲା ବନ୍ୟା ଏବଂ ଭୂମିକମ୍ପ ଜୋନ ହୋଇଥିବା ବେଳେ ଏଭଳି ଆପାତକାଳୀନ ସ୍ଥିତିରେ କିଭଳି ପ୍ରତିକାର କରାଯାଇପାରିବ ସେନେଇ ପ୍ରଶିକ୍ଷଣ ଦିଆଯାଇଥିଲା । ଅଘଟଣ ପରେ ତୁରନ୍ତ ଲୋକଙ୍କୁ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ କିଭଳି ସହାୟତା ଯୋଗାଇବେ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା । Conclusion:ଜିଲ୍ଲା ସ୍ଥାରୀୟ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.