ETV Bharat / state

ମହିଳା NCC କ୍ୟାଡେଡଙ୍କ ସହ ଭିଡିଓ କନଫରେନ୍ସରେ କଥାହେଲେ ପ୍ରତିରକ୍ଷା ମନ୍ତ୍ରୀ - ଭିଡିଓ କନଫରେନ୍ସରେ କଥାହେଲେ ପ୍ରତିରକ୍ଷା ମନ୍ତ୍ରୀ

ମହିଳା ଏନସିସି କ୍ୟାଡେଡଙ୍କ ସହ କଥା ହେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରଜନାଥ ସିଂ । ଭିଡିଓ କନଫରେନ୍ସ ମାଧ୍ୟମରେ ଦେଶ ମାତୃକାର ସେବାରେ ମହିଳା କ୍ୟାଡେଡଙ୍କ ଯୋଗଦାନ, ନିଶାମୁକ୍ତ ଦେଶ ଗଠନରେ ମହିଳା କ୍ୟାଡେଡଙ୍କ ଭୂମିକାକୁ ନେଇ କଲେ ଆଲୋଚନା । ଅଧିକ ପଢ଼ନ୍ତୁ

ମହିଳା ଏନସିସି କ୍ୟାଡେଡଙ୍କ ସହ ଭିଡିଓ କନଫରେନ୍ସରେ କଥାହେଲେ ପ୍ରତିରକ୍ଷା ମନ୍ତ୍ରୀ

author img

By

Published : Sep 13, 2022, 2:23 PM IST

ରାୟଗଡ଼ା: ଏନସିସି ମହିଳା କ୍ୟାଡେଡଙ୍କ ସହିତ କଥା ହେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରଜନାଥ ସିଂ । ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଥମଥର ପାଇଁ ଜଣେ କେନ୍ଦ୍ର ପରତିରକ୍ଷା ମନ୍ତ୍ରୀ ସିଧାସଳଖ ଏନସିସି ମହିଳା କ୍ୟାଡେଡଙ୍କ ସହିତ କଥାବାର୍ତ୍ତା କରିଛନ୍ତି । ସୋମବାର ରାୟଗଡା ଠାରେ ସ୍ଥାପିତ ୨ (ଓ) ବାଳିକା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ କାର୍ଯ୍ୟାଳୟରେ ୫୦ଜଣ ଏନସିସି ମହିଳା କେଡେଡଙ୍କ ସହିତ ଭିଡିଓ କନଫରେନ୍ସ ମାଧ୍ୟମରେ କଥା ହୋଇଥିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରଜନାଥ ସିଂ । ମୁଖ୍ୟତଃ ଦେଶ ମାତୃକାର ସେବାରେ ମହିଳା କ୍ୟାଡେଡଙ୍କ ଯୋଗଦାନ, ନିଶାମୁକ୍ତ ଦେଶ ଗଠନରେ ମହିଳା କ୍ୟାଡେଡଙ୍କ ଭୂମିକାକୁ ନେଇ ଏହି କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିବା କହିଛନ୍ତି ସୁବେଦାର ମେଜର ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.