ETV Bharat / state

କୋରୋନା କଟକଣା ଯୋଗୁଁ ଭଗବାନଙ୍କୁ ଭେଟିପାରିବେନି ଭକ୍ତ

author img

By

Published : Mar 10, 2021, 8:03 PM IST

ରାୟଗଡ଼ା ଜିଲ୍ଲାରେ ମଧ୍ୟ ଶିବରାତ୍ରୀ ଉପଲକ୍ଷେ ଜାରି ହୋଇଛି କଟକଣା । ଅଧିକ ପଢନ୍ତୁ...

କରୋନା କଟକଣା ଯୋଗୁଁ ଭଗବାନଙ୍କୁ ଭେଟି ପାରିବେନି ଭକ୍ତ

ରାୟଗଡା: କୋରୋନା ଯୋଗୁ ସାରା ରାଜ୍ୟର ପ୍ରମୁଖ ଶୈବପୀଠ ଗୁଡିକରେ ଭକ୍ତଙ୍କ ସମାଗମ ଉପରେ ତୀକ୍ଷ୍ମ ନଜର ରଖିଛନ୍ତି ରାଜ୍ୟ ସରକାର । ରାୟଗଡ଼ା ଜିଲ୍ଲାରେ ମଧ୍ୟ ଶିବରାତ୍ରୀ ଉପଲକ୍ଷେ ଜାରି ହୋଇଛି କଟକଣା । ଏଥର ଭକ୍ତ ଭେଟି ପାରବନି ଭୋଳାବାବାଙ୍କୁ । ଏଥର ମହାଶିବରାତ୍ରୀ କେବଳ ପୂଜା ବିଧିରେ ସିମୀତ ରଖିବା ସହିତ ଭକ୍ତଙ୍କୁ ଶିବଙ୍କ ଆସ୍ଥାନକୁ ଯିବାକୁ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ ।

କୋରୋନା କଟକଣା ଯୋଗୁଁ ଭଗବାନଙ୍କୁ ଭେଟି ପାରିବେନି ଭକ୍ତ

ଏନେଇ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଘରେ ରହି ପୂଜାର୍ଚ୍ଚନା କରିବା ସହ ମନ୍ଦିର ନଯିବା ସହ ସାମୂହିକ ଭାବେ ଏକାଠି ପାଳନ ନକରିବାକୁ ଅନୁରୋଧ କରିଛନ୍ତି । ସବୁଠାରୁ ବଡ଼କଥା ଏବେ ଦେଶରେ ପୁଣି ଥରେ କୋରୋନାର ଘରବାହୁଡ଼ା ସମସ୍ତଙ୍କ ଚିନ୍ତାକୁ ବଢାଇଛି । ତାକୁ ପ୍ରତିହତ କରିବା ପାଇଁ ଘରେ ରହି ପୂଜା କରିବାକୁ ରାୟଗଡାବାସୀଙ୍କୁ ଜିଲ୍ଲାପାଳ ନିବେଦନ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.