ETV Bharat / state

ବିଜେପିର କାର୍ଯ୍ୟକାରିଣୀ ବୈଠକରେ ପାରିତ ହେଲା ଉନ୍ନୟନ ଚିଠା

author img

By

Published : Mar 17, 2021, 7:45 AM IST

ରାୟଗଡା ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ମୁନିଗୁଡା ସ୍ଥିତ ସୁଭଦ୍ରା ଉଦ୍ଧବ ସୈଣ୍ଢିକ ମଙ୍ଗଳ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଅଧିକ ପଢନ୍ତୁ...

ରାୟଗଡା ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକରେ ପାରିତ ହେଲା ଉନ୍ନୟନ ଚିଠା

ରାୟଗଡା: ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ମୁନିଗୁଡା ସ୍ଥିତ ସୁଭଦ୍ରା ଉଦ୍ଧବ ସୈଣ୍ଢିକ ମଙ୍ଗଳ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକଙ୍କ ଅଧକ୍ଷତାରେ ଏହା ଅନୁଷ୍ଠିତ ହୋଇଛି।

ଏହାସହ ଚଳିତ ବର୍ଷର ପ୍ରଥମ ବୈଠକରେ ଜିଲ୍ଲା ପ୍ରଭାରୀ ଗୋବିନ୍ଦ ଜୈନ, ରାଷ୍ଟ୍ରୀୟ ଆଦିବାସୀ ମୋର୍ଚ୍ଚା ସାଧାରଣ ସମ୍ପାଦକ କଳିରାମ ମଝି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ ରାମଚନ୍ଦ୍ର ବେହେରା, ରାୟଗଡା ବିଧାୟକ ପ୍ରାର୍ଥୀ ବସନ୍ତ ଉଲ୍ଲାକା ପ୍ରମୁଖ ଉପସ୍ଥିତ ଥିଲେ।

ଏଥିରେ ଜିଲ୍ଲାର ସମସ୍ୟା, ଦୁର୍ନୀତିକୁ ମୂଳୋତ୍ପାଟନ ତଥା ଜିଲ୍ଲାର ପ୍ରଗତି ନେଇ ଚିଠା ପ୍ରସ୍ତାବ ପାରିତ ହୋଇଛି । ଆଗାମୀ ଦିନରେ ଜିଲ୍ଲାରେ ସାଧାରଣ ଲୋକଙ୍କ ପାଇଁ ଉଦିଷ୍ଟ ଉନ୍ନୟନ କାର୍ଯ୍ୟରେ ସରକାରଙ୍କୁ ବିଜେପି ସହୋଯୋଗର ହାତ ବଢାଇବା ବେଳେ ଦରକାର ପଡିଲେ ଲୋକଙ୍କର ମୌଳିକ ଅଧିକାରର ସୁରକ୍ଷା ପାଇଁ ରାଜ ରାସ୍ତାକୁ ଓଲ୍ଲାଇବାକୁ ବିଜେପି ସଭାପତି ଶିବ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.