ETV Bharat / state

ଇଲେକସନ ୱାଚ ପକ୍ଷରୁ ସଚେତନତା ଅଭିଯାନ

ମୁନିଗୁଡା ସ୍ଥିତ ମହାବିଦ୍ୟାଳୟରେ ସଚେତନତା ରଥ ବ୍ଲୁ ବଟନର ଉଦଘାଟନ ହୋଇଛି । ମୁନିଗୁଡା ବିଡିଓ ଡ. ଦିଲୀପକୁମାର ବେହେରା, ତହସିଲଦାର ଡ. ଦେବାଶିଷ ଗୌଡ଼,ପୋଲିସ ଅଧିକାରୀ ତାପନ କୁମାର ମହାଲି ସାମିଲ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ରାୟଗଡା
author img

By

Published : Feb 16, 2019, 1:27 PM IST

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ରାୟଗଡା
ରାୟଗଡା: ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ସ୍ବଚ୍ଛ ଏବଂ ଶୃଙ୍ଖଳିତ କରିବା ପାଇଁ ଓଡିଶା ଇଲେକ୍ସନ ୱାଚ ପକ୍ଷରୁ ମତଦାତା ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଛି । ମୁନିଗୁଡା ସ୍ଥିତ ମହାବିଦ୍ୟାଳୟରେ ସଚେତନତା ରଥ ବ୍ଲୁ ବଟନର ଉଦଘାଟନ ହୋଇଛି ।
undefined

ସ୍ବେଚ୍ଛାସେବୀ ଅନୁଷ୍ଠାନ ଫାର ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ କଲେଜର କର୍ମକର୍ତ୍ତା, ଛାତ୍ରଛାତ୍ରୀଙ୍କ ଗହଣରେ ପ୍ରଶାସନିକ ଅଧିକାରୀଙ୍କ ଦ୍ବାରା ବ୍ଲୁ ବଟନ ଏକ୍ସପ୍ରେସର ଶୁଭାରମ୍ଭ କରାଯାଇଛି । ମୁନିଗୁଡା ବିଡିଓ ଡ. ଦିଲୀପକୁମାର ବେହେରା, ତହସିଲଦାର ଡ. ଦେବାଶିଷ ଗୌଡ଼,ପୋଲିସ ଅଧିକାରୀ ତାପନ କୁମାର ମହାଲିଙ୍କ ଉପସ୍ଥିତିରେ ଛାତ୍ର ଛାତ୍ରୀଙ୍କୁ ମୋ ଭୋଟ୍-ମୋ ଦେଶ, ମୋ ଭୋଟ୍- ସଉଦା ନୁହଁ, ଭୋଟ୍ ଦେବା -ଦେଶ ଗଢିବା ଆଦି ଶପଥ ପାଠ କରାଯାଇଥିଲା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Slug,, ଦୀପ ଦାନ , avo , ପୁରୀ, 15।2।19

Anchor,, କାଶ୍ମୀର ରେ crpf ଯବାନ ଙ୍କ ଉପରେ ଆତଙ୍କ ବାଦୀ ଆକ୍ରମଣ ସାରା ଦେଶକୁ ସ୍ତବ୍ଧ କରିଛି । ସାରା ଦେଶ ରେ ଶୋକର ଲହରୀ। ତେବେ ସହିଦ ଯବାନ ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ଶ୍ରୀମନ୍ଦିର ସିଂହ ଦ୍ୱାର ନିକଟରେ ମହାପ୍ରଭୁଙ୍କୁ ମହାଦୀପ ଦାନ କରାଯାଇଛି। ଜଗନ୍ନାଥ ସେନା ପକ୍ଷରୁ ଏହି ମହାଦୀପ ଦାନ କରାଯାଇଛି। ଏଥିରେ ପୁରୀ ସହର ର ବାସିନ୍ଦା ମଧ୍ୟ ସାମିଲ ହୋଇଥିଲେ। ତେବେ ବିର ଯବାନ ଙ୍କ ବଳିଦାନ କୁ ବ୍ୟର୍ଥ ନ କରି ଦେଶ ଏହାର ଦୃଢ଼ ଜବାବ ପାକିସ୍ତାନ ବିରୋଧ ରେ ଦେବାକୁ ଜନ ସାଧାରଣ ସରକାର ଙ୍କୁ ଆହ୍ୱାନ ଦେଇଛନ୍ତି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Ftp ରେ ଭିଜୁଆଲ ଯାଇଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.