ETV Bharat / state

ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ବଢୁଛି ମଦ୍ୟପାନ ଜନିତ ଦୁର୍ଘଟଣା - ରାୟଗଡା

ରାୟଗଡା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡ଼ିକରେ ମଦ୍ୟପାନ ଜନିତ ଦୁର୍ଘଟଣା ବୃଦ୍ଧିପାଉଥିବା ନେଇ ଉଦବେଗ ପ୍ରକାଶ । ଅଧିକ ପଢନ୍ତୁ...

ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ବଢୁଛି ମଦ୍ୟପାନ ଜନିତ ଦୁର୍ଘଟଣା

author img

By

Published : Mar 7, 2020, 3:02 AM IST

ରାୟଗଡା: ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡ଼ିକରେ ମଦ୍ୟପାନ ଜନିତ ଦୁର୍ଘଟଣା ବୃଦ୍ଧିପାଉଥିବା ନେଇ ଉଦବେଗ ପ୍ରକାଶ । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଦିନିକିଆ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ସଡ଼କ ସୁରକ୍ଷାର ସମୀକ୍ଷା କରିଥିଲେ ।

ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ବଢୁଛି ମଦ୍ୟପାନ ଜନିତ ଦୁର୍ଘଟଣା

ସ୍ଥାନୀୟ ସର୍କିଟ ହାଉସ ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ,ଏସପି ଏବଂ ଜିଲ୍ଲା ପରିବହନ ଅଧିକାରୀଙ୍କ ସମେତ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା , ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ , ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧିର ଦାସ ପ୍ରମୁଖ ଯୋଗ ଦେଇଥିଲେ ।

ତେବେ ବର୍ତ୍ତମାନ ସ୍ଥିତିରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡ଼ିକରେ ମଦ୍ୟପାନ ଜନିତ ଦୁର୍ଘଟଣା ବୃଦ୍ଧିପାଉଥିବା ନେଇ ଉଦବେଗ ପ୍ରକାଶ ପାଇଥିଲା । ତେବେ ରାଜସ୍ବ ଆଦାୟ ନୁହେଁ ବରଂ ଦୁର୍ଘଟଣାକୁ ରୋକିବା ପାଇଁ ସରକାର ବଦ୍ଧପରିକର ବୋଲି କହିଛନ୍ତି ମନ୍ତ୍ରୀ ବେହେରା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.