ETV Bharat / state

ଅନଲାଇନ କ୍ଲାସ ପାଇଁ ପାହାଡ଼ ଉପରକୁ ଯାଇ ଗଲା ଜୀବନ

author img

By

Published : Aug 18, 2021, 10:45 PM IST

ପାଠ ପାଠ ପଢିବା ପାଇଁ ମୋବାଇଲରେ ନେଟଓ୍ବର୍କ ନଥିବାରୁ ପାହାଡ଼ ଉପରକୁ ଯାଇଥିଲା ଅନଲାଇନ କ୍ଲାସ କରିବାକୁ । ହେଲେ, ଉପରେ ପଥର ପଡିଯିବାରୁ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ଅନଲାଇନ କ୍ଲାସ ପାଇଁ ପାହାଡ଼ ଉପରକୁ ଯାଇ ଜୀବନ ଗଲା

ରାୟଗଡା: ପାଠ ପଢିବା ପାଇଁ ମୋବାଇଲରେ ନେଟଓ୍ବର୍କ ନଥିବାରୁ ପାହାଡ଼ ଉପରକୁ ଯାଇଥିଲା ଅନଲାଇନ କ୍ଲାସ କରିବାକୁ । ହେଲେ, ଉପରେ ପଥର ପଡିଯାଇଥିଲା । ସ୍ଥାନୀୟ ଲୋକମାନେ ଏହା ଜାଣି ପଦ୍ମପୁର ଅଗ୍ନିଶ୍ରମ ବିଭାଗକୁ ଜଣାଇଥିଲେ । ପଦ୍ମପୁର ଅଗ୍ନିଶମ ବିଭାଗ ପହଞ୍ଚି ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ଉଦ୍ଧାର କରି ପଦ୍ମପୁର ମେଡିକାଲରେ ଭର୍ତ୍ତି କରିଥିଲେ ।

ସେଠାରେ ଡାକ୍ତର ଗୁରୁତର ଆହାତ ହୋଇଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥନାନ୍ତର କରିବାକୁ କହିଥିଲେ କିନ୍ତୁ, ଇତି ମଧ୍ୟରେ ପଦ୍ମପୁର ମେଡିକାଲରେ ହିଁ ତାଙ୍କର ମୃତ୍ୟ ଘଟିଥିଲା ।

କନ୍ଧପାଣ୍ଡୁରାଗୁଡା ଗ୍ରାମରେ ମୋବାଇଲ ନେଟୱାର୍କ ନଥିବାରୁ ପାଖ ଡ଼ଙ୍ଗରକୁ ଚଢି ପିଲାମାନେ ଅନଲାଇନ କ୍ଲାସ କରନ୍ତି । ପ୍ରତିଦିନ ଭଳି ଆଜି(ବୁଧବାର) ମଧ୍ୟ କନ୍ଧପାଣ୍ଡୁରାଗୁଡା ଗ୍ରାମର ଅଦ୍ରିଆ ଜାଗରଙ୍ଗାରେ ଅନଲାଇନ କ୍ଲାସ କରିବା ପାଇଁ ପଥର ଉପରେ ଚଢି ପାଠ ପଢ଼ୁଥିବା ସମୟରେ ପଥର ଖସି ଉପରେ ଚଢ଼ି ଯିବାରୁ ଏପରି ଘଟଣା ଘଟିଛି । ମୃତ ପିଲା ଅଦ୍ରିଆ କଟକର ଏକ ମିଶନାରୀ ସ୍କୁଲରେ ୮ମ ଶ୍ରେଣୀରେ ପାଠ ପଡୁଥିଲା ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.