ETV Bharat / state

60 ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ କଲେ ସ୍ପେଶାଲ ଟିମ - 60 ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ

ଲାଲଗଡ଼ ଅଞ୍ଚଳରୁ ବ୍ୟାପକ ପରିମାଣରେ ଗଞ୍ଜେଇ ଚାଷକୁ ନଷ୍ଟ କରିଛନ୍ତି ସ୍ପେଶାଲ ଟିମ । ଅଧିକ ପଢନ୍ତୁ...

A joint team destroyed cannabis in rayagada
60 ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ କଲେ ମିଳିତ ଟିମ
author img

By

Published : Jan 5, 2021, 9:41 PM IST

ରାୟଗଡା: ଲାଲଗଡ଼ ଅଞ୍ଚଳରୁ ବ୍ୟାପକ ପରିମାଣରେ ଗଞ୍ଜେଇ ଚାଷକୁ ନଷ୍ଟ କରିଛନ୍ତି ସ୍ପେଶାଲ ଟିମ । ରାୟଗଡା ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ ପିଣ୍ଡାଗୁଡି ଓ ସେରିଗୁମା ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଚାଷ କରାଯାଇଥିବା ଖବର ପାଇ ଗୁଣପୁର ଓ ପୁଟାସିଂ ପୋଲିସ ଅବକାରୀ, ରାଜସ୍ୱବିଭାଗ, ଜଙ୍ଗଲ ଓ କୃଷି ବିଭାଗର ମିଳିତ ସହାୟତାରେ ଚଢ଼ାଉ କରିଥିଲେ ।

60 ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ କଲେ ମିଳିତ ଟିମ

60 ଏକର ଜମିରୁ ପ୍ରାୟ 60 ହଜାର ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଥିବାବେଳେ ଏଥିରେ ସଂପୃକ୍ତ 5 ଜଣଙ୍କ ନାମରେ 3 ଗୋଟି ମାମଲା ରୁଜ୍ଜୁ କରାଯାଇଥିବା ଗୁଣପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦାସ ସୂଚନା ଦେଇଛନ୍ତି ।

A joint team destroyed cannabis in rayagada
60 ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ କଲେ ମିଳିତ ଟିମ
A joint team destroyed cannabis in rayagada
60 ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ କଲେ ମିଳିତ ଟିମ

ଏହି ଚଢ଼ାଉ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଜଣାପଡିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.