ETV Bharat / state

ନେତାଙ୍କୁ ପାଞ୍ଚଟି ପ୍ରଶ୍ନ: ବିଷମକଟକ ବିଏସ୍‌ପି ପ୍ରାର୍ଥୀ ଜିତୁ ଜାକାଶିକା

ବିଷମକଟକ ନିର୍ବାଚନ ମଣ୍ଡଳୀରେ ନିର୍ଣ୍ଣାୟକ ଭୂମିକା ନେବ ବହୁଜନ ସମାଜ ପାର୍ଟି। ବିଷମକଟକ ବିଏସ୍‌ପି ପ୍ରାର୍ଥୀ ଜିତୁ ଜାକାଶିକାଙ୍କୁ ନେଇ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ଚାଲିଥିବାବେଳେ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ରାୟଗଡା ସମ୍ବାଦଦାତା ରଞ୍ଜନ ରଥ।

author img

By

Published : Apr 4, 2019, 12:39 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: ବିଷମକଟକ ନିର୍ବାଚନ ମଣ୍ଡଳୀରେ ନିର୍ଣ୍ଣାୟକ ଭୂମିକା ନେବ ବହୁଜନ ସମାଜ ପାର୍ଟି। ଦଳ ଏଠାରେ ପ୍ରଥମ ଥର ପାଇଁ ଜଣେ ଡଙ୍ଗରିଆ ଯୁବକ ଜିତୁ ଜାକାଶିକାଙ୍କୁ ପ୍ରାର୍ଥୀ କରିଥିବାରୁ ଲଢେଇ ଜୋରଦାର ହେବ ବୋଲି ଚର୍ଚ୍ଚା ହେଉଛି। ଯଦିଓ ବିଷମ କଟକ ନିର୍ବାଚନ ମଣ୍ଡଳୀରେ ତ୍ରିମୁଖି ପ୍ରତିଦ୍ୱନ୍ଦିତା ହେଉଛି ତଥାପି ଜିତୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇବେ ବୋଲି କୁହାଯାଉଛି। ଜିତୁଙ୍କୁ ନେଇ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ଚାଲିଥିବାବେଳେ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ରାୟଗଡା ସମ୍ବାଦଦାତା ରଞ୍ଜନ ରଥ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.