ETV Bharat / state

ବିବାହିତ ପୁରୁଷ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଟ୍ୟୁସନ ନାଁ କହି ଫେରିନଥିଲେ ଘରକୁ - ରାୟଗଡା ଆତ୍ମହତ୍ୟା ଖବର

ରାୟଗଡା ସୁଣ୍ଡି ସାହିରୁ ଜଣେ ବିବାହିତ ପୁରୁଷ ଏବଂ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ । ଅଧିକ ପଢନ୍ତୁ

ବିବାହିତ ପୁରୁଷ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରେମଜନିତ ବ୍ୟାପାର ସନ୍ଦେହ

author img

By

Published : Dec 28, 2021, 5:46 PM IST

Updated : Dec 28, 2021, 8:16 PM IST

ରାୟଗଡା: ସହରର ସୁଣ୍ଡି ସାହିରୁ ଜଣେ ବିବାହିତ ପୁରୁଷ ଏବଂ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ ।

ବିବାହିତ ପୁରୁଷ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଟ୍ୟୁସନ ନାଁ କହି ଫେରିନଥିଲେ ଘରକୁ

ସୂଚନା ଅନୁଯାୟୀ, ଆତ୍ମହତ୍ୟା କରିଥିବା ପୁରୁଷ ରାହୁଲ କୌଶଲ୍ୟା ଓ ନାବାଳିକା ଜଣକ ୧୫ ବର୍ଷ ବୟସର । ନାବାଳିକା ଜଣକ ଆଜି(ମଙ୍ଗଳବାର) ସକାଳେ ଟ୍ୟୁସନ ଯାଇଥିଲେ । ହେଲେ ସେ ଟ୍ୟୁସନକୁ ନ ଯାଇ ଛାତିରେ ଯନ୍ତ୍ରଣା ଅନୁଭବ କରି ଅଧାରାସ୍ତାରୁ ଘରକୁ ନ ଫେରି ରାହୁଲଙ୍କ ଘରକୁ ଯାଇଥିଲେ । ପରେ ସମ୍ପୃକ୍ତ ନାବାଳିକାଙ୍କ ମାଆ ଝିଅ ଟ୍ୟୁସନରୁ ନ ଫେରିବା ପରେ ବହୁତ ଖୋଜାଖୋଜି କରିଥିଲେ । ଇତି ମଧ୍ୟରେ ରାହୁଲଙ୍କ ଘରେ ଉଭୟ ଆତ୍ମହତ୍ୟା କରିଥିବା ଜଣାପଡିଥିଲା ।

ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ସୂଚନା ଦେବାପରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Dec 28, 2021, 8:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.