ETV Bharat / state

ପୁଣି ରାୟଗଡାରୁ 146 ସଂକ୍ରମିତ ଚିହ୍ନଟ , ମାମଲା 3 ହଜାର 566କୁ ବୃଦ୍ଧି

author img

By

Published : Aug 26, 2020, 1:45 PM IST

ରାୟଗଡା ଜିଲ୍ଲାରେ ବୁଧବାର ପୁଣି 146 ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହ ଜିଲ୍ଲାର ମୋଟ ସଂକ୍ରମିତଙ୍କ ସଂଖ୍ୟା 3 ହଜାର 566 ରେ ପହଁଞ୍ଚିଥିବା ବେଳେ 2036 ସୁସ୍ଥ ଓ 21 ଜଣଙ୍କ ମୃତ୍ୟୁ ଘଟିଛି।

ପୁଣି ରାୟଗଡାରୁ 146 ସଂକ୍ରମିତ ଚିହ୍ନଟ , ମାମଲା 3 ହଜାର 566କୁ ବୃଦ୍ଧି
ପୁଣି ରାୟଗଡାରୁ 146 ସଂକ୍ରମିତ ଚିହ୍ନଟ , ମାମଲା 3 ହଜାର 566କୁ ବୃଦ୍ଧି

ରାୟଗଡା: ଜିଲ୍ଲାରେ ବୁଧବାର ପୁଣି 146 ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହ ଜିଲ୍ଲାର ମୋଟ ସଂକ୍ରମିତଙ୍କ ସଂଖ୍ୟା 3 ହଜାର 566 ରେ ପହଁଞ୍ଚିଥିବା ବେଳେ 2036 ସୁସ୍ଥ ଓ 21 ଜଣଙ୍କ ମୃତ୍ୟୁ ଘଟିଛି।

ବର୍ତ୍ତମାନ ଜିଲ୍ଲାରେ ଆକ୍ଟିଭ କେସ 1509 ରହିଛି। ତେବେ ଆଜିର ଚିହ୍ନଟଙ୍କ ମଧ୍ୟରୁ ମୁନିଗୁଡା ବ୍ଲକରୁ 73 ଜଣ , ବିସମକଟକ ରୁ 21 ଜଣ , ଗୁଡରି ବ୍ଲକରେ 13 ଜଣ , ଚନ୍ଦ୍ରପୁର ବ୍ଲକରୁ 12 ଜଣ , ଗୁଣୁପୁର ସହରରୁ 10 ଜଣ , ପଦ୍ମପୁର ବ୍ଲୋକ୍କୃ 9 ଜଣ , ରାୟଗଡ ସହରରୁ ଜଣେ , ରାୟଗଡା ଗ୍ରାମାଅଞ୍ଚଳରୁ ଜଣେ , ଗୁଣପୁର ଗ୍ରାମାଞ୍ଚଳରୁ 3 ଜଣ ଏବଂ କୋଲନରା ରୁ 3 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ପୁଣି ରାୟଗଡା ଜିଲ୍ଲାରୁ 146 ସଂକ୍ରମିତ ଚିହ୍ନଟ, ମାମଲା 3 ହଜାର 566 କୁ ବୃଦ୍ଧି

ସଂକ୍ରମିତଙ୍କ ମଧ୍ୟରେ 11 ଜଣ କୋରୋନା ଯୋଦ୍ଧା ରହିଥିବା ବେଳେ ପୁରୁଷ 115 ଜଣ ଓ ମହିଳା 31 ଜଣ ଅଛନ୍ତି। ତେବେ ଆଜିର ଚିହ୍ନଟଙ୍କ ମଧ୍ୟରୁ 127 ଜଣ କଣ୍ଟାକ୍ଟ ଟ୍ରେସିଂରୁ ବାହାରିଥିବା ବେଳେ ଅନ୍ୟ ସମସ୍ତ ଚିହ୍ନଟ ହୋମ କ୍ୱାରେଣ୍ଟିଂନ ରୁ ବାହାରିଛନ୍ତି।

ଯେହେତୁ ବ୍ଲକ ସ୍ତରରେ ଆଣ୍ଟିଜେନ ଟେଷ୍ଟକୁ ତ୍ୱରାନ୍ୱିତ କରାଯାଇଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ସେଥିପାଇଁ ଭୟଭୀତ ନହୋଇ କୋଭିଡ ନିୟମକୁ ମାନି ଚାଲିଲେ ହିଁ ଏହାକୁ ପ୍ରତିହତ କରିବା ସମ୍ଭବ ବୋଲି ସିଡିଏମଓ ପ୍ରକାଶ କରିଛନ୍ତି।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.